Advertisment

ମହଙ୍ଗା ହେଲା ରେଳଯାତ୍ରା

ନୂଆଦିଲ୍ଲୀ: ଆଜିଠୁ ମହଙ୍ଗା ହୋଇଛି ରେଳଯାତ୍ରା। ପ୍ରଥମ ଶ୍ରେଣୀ ଓ ସମସ୍ତ ଏସି କ୍ଲାସରେ ୪.୩୫ ପ୍ରତିଶତ ଅଧିକ ଭଡ଼ା ବଢ଼ିଛି। ଫଳରେ ନୂଆଦିଲ୍ଲୀରୁ ମୁମ୍ୱାଇ ଚଳାଚଳ କରୁଥିବା ମେଲ୍ ଓ ଏକ୍ସପ୍ରେସ ଟ୍ରେନ୍ ଗୁଡ଼ିକରେ ଏସି-୧ କ୍ଲାସରେ ଭଡ଼ା ୨୦୬ ଟଙ୍କା ଅଧିକ ବଢ଼ିଛି। ସେହିପରି ନୂଆଦିଲ୍ଲୀରୁ ହାୱଡ଼ା ମଧ୍ୟରେ ଏସି-୩ ଭଡ଼ା ୧୦୨ଟଙ୍କା ବୃଦ୍ଧି ପାଇଛି। ଏହାଛଡ଼ା ଦିଲ୍ଲୀ-ଚେନ୍ନାଇ ରୁଟରେ ଚଳାଚଳ କରୁଥିବା ଟ୍ରେନର ଏସି-୨ବର୍ଗ ପାଇଁ ୧୪୦ ଟଙ୍କା ବଢ଼ିଛି। ପୂର୍ବରୁ ଏ […]

ଅଦ୍ୟତନ ହୋଇଛି
ମହଙ୍ଗା ହେଲା ରେଳଯାତ୍ରା

train

Advertisment

ନୂଆଦିଲ୍ଲୀ: ଆଜିଠୁ ମହଙ୍ଗା ହୋଇଛି ରେଳଯାତ୍ରା। ପ୍ରଥମ ଶ୍ରେଣୀ ଓ ସମସ୍ତ ଏସି କ୍ଲାସରେ ୪.୩୫ ପ୍ରତିଶତ ଅଧିକ ଭଡ଼ା ବଢ଼ିଛି। ଫଳରେ ନୂଆଦିଲ୍ଲୀରୁ ମୁମ୍ୱାଇ ଚଳାଚଳ କରୁଥିବା ମେଲ୍ ଓ ଏକ୍ସପ୍ରେସ ଟ୍ରେନ୍ ଗୁଡ଼ିକରେ ଏସି-୧ କ୍ଲାସରେ ଭଡ଼ା ୨୦୬ ଟଙ୍କା ଅଧିକ ବଢ଼ିଛି। ସେହିପରି ନୂଆଦିଲ୍ଲୀରୁ ହାୱଡ଼ା ମଧ୍ୟରେ ଏସି-୩ ଭଡ଼ା ୧୦୨ଟଙ୍କା ବୃଦ୍ଧି ପାଇଛି। ଏହାଛଡ଼ା ଦିଲ୍ଲୀ-ଚେନ୍ନାଇ ରୁଟରେ ଚଳାଚଳ କରୁଥିବା ଟ୍ରେନର ଏସି-୨ବର୍ଗ ପାଇଁ ୧୪୦ ଟଙ୍କା ବଢ଼ିଛି। ପୂର୍ବରୁ ଏ ନେଇ ରେଳବାଇ ବୋର୍ଡ ସୂଚନା ଦେଇଥିଲା। ୧୪ ପ୍ରତିଶତ ସେବା ଟିକସ ଓ ଶୂନ ଦଶମିକ ୫ ପ୍ରତିଶତ ସ୍ୱଚ୍ଛ ଭାରତ ସେସ୍ ବସିବା ପରେ ଏହି ଦରବୃଦ୍ଧି ଘଟିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe