Advertisment

ଟିଏମସି ପ୍ରାର୍ଥିପତ୍ର ତାଲିକାରେ ୪୧% ମହିଳା

କୋଲକାତା: ପଶ୍ଚିମବଙ୍ଗରେ ସାଧାରଣ ନିର୍ବାଚନପାଇଁ ଶାସକ ତୃଣମୂଳ କଂଗ୍ରେସ ତା’ର ପ୍ରାର୍ଥି ତାଲିକାରେ ମହିଳାଙ୍କୁ ୪୧ ପ୍ରତିଶତ ଆରକ୍ଷଣ ଦେଇଛି। ଟିଏମସି ସୁପ୍ରିମୋ ମମତା ବାନାର୍ଜି ଆଜି ଟିଏମସି ପ୍ରାର୍ଥୀପତ୍ର ତାଲିକା ପ୍ରକାଶ କରିଛନ୍ତି। ଏଥିରେ ମୁନମୁନ ସେନଙ୍କ ସମେତ ତିନି ଜଣ ଲୋକପ୍ରିୟ ଫିଲ୍ମ ଅଭିନେତ୍ରୀଙ୍କୁ ମମତା ଲୋକସଭା ପ୍ରାର୍ଥି ଭାବେ ବାଛିଛନ୍ତି। ମମତାଙ୍କ ଏହି ପଦକ୍ଷେପକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ପ୍ରଶଂସା କରିଛନ୍ତି।   I want to thank […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଟିଏମସି ପ୍ରାର୍ଥିପତ୍ର ତାଲିକାରେ ୪୧% ମହିଳା

Mamata-Banerjee

କୋଲକାତା: ପଶ୍ଚିମବଙ୍ଗରେ ସାଧାରଣ ନିର୍ବାଚନପାଇଁ ଶାସକ ତୃଣମୂଳ କଂଗ୍ରେସ ତା'ର ପ୍ରାର୍ଥି ତାଲିକାରେ ମହିଳାଙ୍କୁ ୪୧ ପ୍ରତିଶତ ଆରକ୍ଷଣ ଦେଇଛି। ଟିଏମସି ସୁପ୍ରିମୋ ମମତା ବାନାର୍ଜି ଆଜି ଟିଏମସି ପ୍ରାର୍ଥୀପତ୍ର ତାଲିକା ପ୍ରକାଶ କରିଛନ୍ତି। ଏଥିରେ ମୁନମୁନ ସେନଙ୍କ ସମେତ ତିନି ଜଣ ଲୋକପ୍ରିୟ ଫିଲ୍ମ ଅଭିନେତ୍ରୀଙ୍କୁ ମମତା ଲୋକସଭା ପ୍ରାର୍ଥି ଭାବେ ବାଛିଛନ୍ତି। ମମତାଙ୍କ ଏହି ପଦକ୍ଷେପକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ପ୍ରଶଂସା କରିଛନ୍ତି।

Advertisment

Advertisment

ସୂଚନାଯୋଗ୍ୟ, ଏହା ପୂର୍ବରୁ ଶ୍ରୀ ପଟ୍ଟନାୟକ ନିର୍ବାଚନରେ ମହିଳାଙ୍କୁ ୩୩ ପ୍ରତିଶତ ଆରକ୍ଷଣ ରହିବା ଉଚିତ ବୋଲି ଦର୍ଶାଇ ଦେଶର ସବୁ ଦଳର ନେତାଙ୍କୁ ଚିଠି ଲେଖିଥିଲେ।ଟିଏମସି ସୁପ୍ରିମୋ ଆଜି ଯେଉଁ ପ୍ରାର୍ଥି ତାଲିକା ପ୍ରକାଶ କରିଛନ୍ତି ସେଥିରେ ୧୦ ଜଣ ସାଂସଦଙ୍କର ଟିକଟ କଟାଯାଇଛି ।