ଅଦ୍ୟତନ ହୋଇଛି
Raj Babbar
Advertisment
ନୂଆଦିଲ୍ଳୀ: ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମଟି ’ଜନ୍ କୀ ବାତ’ ହୋଇଥିଲେ ଭଲ ହୋଇଥାଆନ୍ତା ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ରାଜ ବବର।’ମନ୍ କୀ ବାତ୍’ କାର୍ଯ୍ୟକ୍ରମଟି ‘ଜନ୍ କୀ ବାତ୍’ ହୋଇଥିଲେ ଓ ଏଥିରୁ ସାଧାରଣ ଉପକୃତ ହେଉଥିଲେ ସେ ଭାରି ଖୁସି ହୋଇଥାଆନ୍ତେ ବୋଲି ବବର କହିଛନ୍ତି।
Advertisment
ଅନ୍ୟପକ୍ଷରେ ମୋଦି ଆଜି ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ କହିଥିଲେ ଯେ ‘ମନ୍ କୀ ବାତ୍’ର ବାର୍ତ୍ତା ସମାଜରେ ବହୁତ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛି। ଏହି କାର୍ଯ୍ୟକ୍ରମ ଯୋଗୁଁ ଦେଶରେ ଏକାଧିକ ନିରବ ବିଳ୍ପବ ଦେଖାଯାଇଛି। ଯେମିତିକି ୨୦ ଲକ୍ଷ ଲୋକ ଗ୍ୟାସ୍ ସବସିଡି ଛାଡ଼ି ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/09/rajbabbar_350_060813033259.jpg)