ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର୍): ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁଙ୍କ ସ୍ମୃତିସ୍ଥଳ ‘ନେହରୁ ମେମୋରିଆଲ୍ କମ୍ପ୍ଲେକ୍ସ୍’କୁ ମ୍ୟୁଜିୟମ୍ ଭାବେ ପରିବର୍ତ୍ତନ ନ କରିବା ପାଇଁ ସେ ଏହି ଚିଠିରେ ନିବେଦନ କରିଛନ୍ତି। ଏହା 'ତିନ୍ମୂର୍ତ୍ତି ଭବନ' ଭାବେ ଦେଶବ୍ୟାପୀ ପରିଚିତ।
ନିକଟରେ କେନ୍ଦ୍ର ସରକାର ଦିଲ୍ଲୀର 'ନେହରୁ ମେମୋରିଆଲ୍ କମ୍ପ୍ଲେକ୍ସ୍'କୁ ମରାମତି କରି ଏଠାରେ ଏକ ମ୍ୟୁଜିୟମ୍ ପ୍ରତିଷ୍ଠା କରିବା ପାଇଁ ଯୋଜନା କରିଛନ୍ତି। ତେବେ ଏହି ମେମୋରିଆଲ୍ କମ୍ପ୍ଲେକ୍ସ୍ରେ ନେହରୁଙ୍କ ସ୍ମୃତି ସାଇତା ହୋଇ ରହିଛି ବୋଲି ମନମୋହନ ସିଂହ ତାଙ୍କ ଚିଠିରେ ଦର୍ଶାଇଛନ୍ତି।
ନେହରୁଙ୍କ ସ୍ମୃତି ଓ ଏହି ମେମୋରିଆଲ୍ କମ୍ପ୍ଲେକ୍ସ୍ର ଐତିହ୍ୟକୁ ବଜାୟ ରଖିବା ପାଇଁ ଏହାକୁ ମ୍ୟୁଜିୟମ୍ରେ ପରିବର୍ତ୍ତନ ନ କରିବାକୁ ମନମୋହନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପିଲାଙ୍କ ଅଣ୍ଡା ଚୋରି କରୁଛନ୍ତି ପ୍ରଧାନ ଶିକ୍ଷକ, ଆକ୍ସନ୍ ମୁଡ୍ରେ ଜିଲ୍ଲା ଶିକ୍ଷା ଅଧିକାରୀ
ପ୍ରଧାନ ଶିକ୍ଷକ ପିଲାଙ୍କ ପାଇଁ ଆସିଥିବା ଅଣ୍ଡା ଚୋରି କରି ବ୍ୟାଗ୍ରେ ଭର୍ତ୍ତି କରୁଥିବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
National
ବ୍ରିଟେନରେ ପ୍ରେମିକାକୁ ମାରିଲେ, ଏବେ ଭାରତରେ କାଟିବେ ସଜା
୨୦୨୦ ମସିହାରେ ବ୍ରିଟେନରେ ନିଜ ପ୍ରେମିକାକୁ ହତ୍ୟା ମାମଲାରେ ଦୋଷୀ ପ୍ରେମିକକୁ ଭାରତକୁ ପ୍ରତ୍ୟାର୍ପଣ କରିଛି ବ୍ରିଟେନ୍ । ଏବେ ସୁରତର ଲାଜପୁର ସେଣ୍ଟ୍ରାଲ ଜେଲରେ ଅବଶିଷ୍ଟ ସଜା କାଟିବ ଅଭିଯୁକ୍ତ ।
National
ଏନ୍କାଉଣ୍ଟର, ଟଳିଲେ ୫ ଆତଙ୍କବାଦୀ
ସେହିପରି ଆତଙ୍କୀଙ୍କ ଗୁଳିମାଡ଼ରେ ଦୁଇ ଜଣ ଯବାନ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
National
ବୋଟ୍ରେ ନଥିଲା ଲାଇଫ୍ ଜ୍ୟାକେଟ୍, ନେଭି ଡ୍ରାଇଭର୍ଙ୍କ ବିରୋଧରେ FIR
ମୁମ୍ବାଇ ଗେଟ୍ଓ୍ୱେ ଅଫ୍ ଇଣ୍ଡିଆ ନିକଟରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଫେରିବୋଟ୍କୁ ନୌସେନାର ସ୍ପିଡ୍ ବୋଟ୍ ଧକ୍କା ଦେଇଥିଲା। ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି।
National
କାର୍କୁ ପିଟିଲା ଟ୍ରକ୍; ୫ ମୃତ, ୫ ଗୁରୁତର
ଏକ ଟ୍ରକ୍ କାର୍କୁ ପିଟିବାରୁ ଘଟଣାସ୍ଥଳରେ ଏକ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଛନ୍ତି।