ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସାଂସଦ ହେମା ମାଳିନୀ ଗୁରୁତର

ଜୟପୁର: ଗୁରୁବାର ସନ୍ଧ୍ୟାରେ ଜୟପୁରର ଦୈସା ନିକଟରେ  ମସେର୍ଡିଜ୍ କାର ଓ ଅଲଟୋ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବିଜେପିର ସାଂସଦ ତଥା ଭେଟେରିଆନ ଅଭିନେତ୍ରୀ ହେମାମାଳିନୀ ଗୁରୁତର ହୋଇ ସ୍ଥାନୀୟ ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିଜେପି ସାଂସଦ ହେମାମାଳିନୀ ଆଗ୍ରାରୁ ଜୟପୁରକୁ ଯାଉଥିବାବେଳେ ଏହି ଦୂର୍ଘଟଣା ଘଟିଛି। ଏହି ମର୍ମନ୍ତୁଦ ସଡକ ଦୂର୍ଘଟଣାରେ ଜଣେ ଦୁଇବର୍ଷର ଶିଶୁଙ୍କ ସମେତ ଆଉ ଜଣେ ମୃତାହତ ହୋଇଥିବା ଜଣାପଡିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ହେମାମାଳିନୀଙ୍କ ସମେତ ୫ଜଣ ଗୁରୁତର […]

CI7IqzaUwAE4imt

CI7IqzaUwAE4imt

Rakesh Mallick
  • Published: Thursday, 02 July 2015
  • Updated: 02 July 2015, 05:25 PM IST

Sports

Latest News

Captureଜୟପୁର: ଗୁରୁବାର ସନ୍ଧ୍ୟାରେ ଜୟପୁରର ଦୈସା ନିକଟରେ  ମସେର୍ଡିଜ୍ କାର ଓ ଅଲଟୋ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବିଜେପିର ସାଂସଦ ତଥା ଭେଟେରିଆନ ଅଭିନେତ୍ରୀ ହେମାମାଳିନୀ ଗୁରୁତର ହୋଇ ସ୍ଥାନୀୟ ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିଜେପି ସାଂସଦ ହେମାମାଳିନୀ ଆଗ୍ରାରୁ ଜୟପୁରକୁ ଯାଉଥିବାବେଳେ ଏହି ଦୂର୍ଘଟଣା ଘଟିଛି। ଏହି ମର୍ମନ୍ତୁଦ ସଡକ ଦୂର୍ଘଟଣାରେ ଜଣେ ଦୁଇବର୍ଷର ଶିଶୁଙ୍କ ସମେତ ଆଉ ଜଣେ ମୃତାହତ ହୋଇଥିବା ଜଣାପଡିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ହେମାମାଳିନୀଙ୍କ ସମେତ ୫ଜଣ ଗୁରୁତର ହୋଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବାରୁ ମୃତକଙ୍କ ସଂଖ୍ୟ ବଢିବା ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story