Advertisment

ମେଡିକାଲରୁ ଡିସଚାର୍ଜ ହୋଇ ଜେଲ ଗଲେ ଇନ୍ଦ୍ରାଣୀ

ମୁମ୍ବାଇ: ବହୁଚଚର୍ଚ୍ଚିତ ଶୀନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ହସ୍ପିଟାଲରୁ ଡିସଚାର୍ଜ ହୋଇ ପୁଣି ଜେଲକୁ ଫେରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ହସ୍ପିଟାଲରୁ ଛାଡ ପାଇବା ପରେ ଇନ୍ଦ୍ରାଣୀଙ୍କୁ ପୋଲିସ ମୁମ୍ୱାଇର ବାଇକୁଲ୍ଲା ଜେଲକୁ ନେଇଛି। ମାତ୍ରାଧିକ ଔଷଧ ସେବନ କରି ଗୁରୁତର ଅସୁସ୍ଥ ହୋଇପଡିଥିବା ଇନ୍ଦ୍ରାଣୀ ଗତ ୫ଦିନ ଧରି ଜେଜେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଇନ୍ଦ୍ରାଣୀ ସୁସ୍ଥ ହୋଇଥିବା ଏବଂ ତାଙ୍କ ସମସ୍ତ ଅଙ୍ଗ କାମ କରୁଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଇନ୍ଦ୍ରାଣୀଙ୍କ […]

ଅଦ୍ୟତନ ହୋଇଛି
ମେଡିକାଲରୁ ଡିସଚାର୍ଜ ହୋଇ ଜେଲ ଗଲେ ଇନ୍ଦ୍ରାଣୀ

indrani

Advertisment

ମୁମ୍ବାଇ: ବହୁଚଚର୍ଚ୍ଚିତ ଶୀନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ହସ୍ପିଟାଲରୁ ଡିସଚାର୍ଜ ହୋଇ ପୁଣି ଜେଲକୁ ଫେରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ହସ୍ପିଟାଲରୁ ଛାଡ ପାଇବା ପରେ ଇନ୍ଦ୍ରାଣୀଙ୍କୁ ପୋଲିସ ମୁମ୍ୱାଇର ବାଇକୁଲ୍ଲା ଜେଲକୁ ନେଇଛି। ମାତ୍ରାଧିକ ଔଷଧ ସେବନ କରି ଗୁରୁତର ଅସୁସ୍ଥ ହୋଇପଡିଥିବା ଇନ୍ଦ୍ରାଣୀ ଗତ ୫ଦିନ ଧରି ଜେଜେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଇନ୍ଦ୍ରାଣୀ ସୁସ୍ଥ ହୋଇଥିବା ଏବଂ ତାଙ୍କ ସମସ୍ତ ଅଙ୍ଗ କାମ କରୁଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଇନ୍ଦ୍ରାଣୀଙ୍କ ମେଡିକାଲ ରିପୋର୍ଟ ଏକ ମୁଦା ଲଫାପାରେ କୋର୍ଟକୁ ପଠାଇ ଦିଆଯାଇଛି। ଶୀନା ବୋରା ହତ୍ୟା ମାମଲାରେ ଅଗଷ୍ଟ ୨୫ରେ ଇନ୍ଦ୍ରାଣୀଙ୍କୁ ଗିରଫ କରାଯାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe