ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସକାଳେ ଦିଲ୍ଲୀ ମେଟ୍ରୋ ଟ୍ରେନରେ ଯାତ୍ରା କରିଥିଲେ। ଧୌଳିକୂଅାଁ ଷ୍ଟେସନରେ ମୋଦି ଏୟାରପୋର୍ଟ ଏକ୍ସପ୍ରେସ ମେଟ୍ରୋରେ ଚଢ଼ି ଥିଲେ। ସେ ଦ୍ୱାରକା ପର୍ଯ୍ୟନ୍ତ ଏଥିରେ ଯାତ୍ରା କରିଥିଲେ। ଦ୍ୱାରକା ସ୍ଥିତ ସେକ୍ଟର ୨୧ ଷ୍ଟେସନରେ ସେ ଓହ୍ଲାଇଥିଲେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ତାଙ୍କ ସହିତ ଥିଲେ। ପରେ ମୋଦି ଟ୍ୱିଟ୍ କରି ଜଣାଇଥିଲେ ଯେ ମେଟ୍ରୋ ଟ୍ରେନରେ ଯାତ୍ରା ଭରି ଭଲ ଲଗିଲା ଓ ସେ […]

modimetro

modimetro

Rakesh Mallick
  • Published: Saturday, 25 April 2015
  • Updated: 25 April 2015, 05:36 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସକାଳେ ଦିଲ୍ଲୀ ମେଟ୍ରୋ ଟ୍ରେନରେ ଯାତ୍ରା କରିଥିଲେ। ଧୌଳିକୂଅାଁ ଷ୍ଟେସନରେ ମୋଦି ଏୟାରପୋର୍ଟ ଏକ୍ସପ୍ରେସ ମେଟ୍ରୋରେ ଚଢ଼ି ଥିଲେ। ସେ ଦ୍ୱାରକା ପର୍ଯ୍ୟନ୍ତ ଏଥିରେ ଯାତ୍ରା କରିଥିଲେ। ଦ୍ୱାରକା ସ୍ଥିତ ସେକ୍ଟର ୨୧ ଷ୍ଟେସନରେ ସେ ଓହ୍ଲାଇଥିଲେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ତାଙ୍କ ସହିତ ଥିଲେ। ପରେ ମୋଦି ଟ୍ୱିଟ୍ କରି ଜଣାଇଥିଲେ ଯେ ମେଟ୍ରୋ ଟ୍ରେନରେ ଯାତ୍ରା ଭରି ଭଲ ଲଗିଲା ଓ ସେ ଏହାକୁ ଉପଭୋଗ କଲେ। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ୍ ଅଧ୍ୟକ୍ଷ ଇ ଶ୍ରୀଧରନ ତାଙ୍କୁ ବହୁ ଦିନ ହେଲା କହି ଆସୁଥିଲେ ମେଟ୍ରୋ ଟ୍ରେନରେ ଯାତ୍ରା କରିବାକୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story