ମୂଷା ପିଇଦେଲା ବିହାର ପୁଲିସ୍‌ର ୧୧,୫୮୪ ବୋତଲ ବିୟର୍‌!

କୈମୁର: ବିହାରର ପୁଲିସ୍‌ ବିଭିନ୍ନ ସମୟରେ ଜବତ କରି ରଖିଥିବା ମଦ ବିଶେଷ କରି କ୍ୟାନ୍‌ଡ ବିୟର୍‌ଗୁଡ଼ିକ ଏବେ ନଷ୍ଟ ହୋଇଯାଇଛି। କୈମୁର ଜିଲ୍ଲା ପ୍ରଶାସନ ପୁଲିସ୍‌ ଷ୍ଟୋର ରୁମ୍‌ ଖୋଲିବା କ୍ଷଣି ଏହା ମଧ୍ୟରେ ଥିବା ୧୧,୫୮୪ ବିୟର କ୍ୟାନ୍‌ ଖାଲି ପଡ଼ିଥିବା ଦେଖିବାକୁ ପାଇଛି। ତେବେ ପୁଲିସ୍‌ ଷ୍ଟୋର୍‌ ରୁମ୍‌ରେ ଥିବା ମଦକୁ କିଏ ନଷ୍ଟ କଲା, ତାକୁ ନେଇ ପ୍ରଶାସନ ପକ୍ଷରୁ ଏକ ବୟାନ ଜାରି କରାଯାଇଛି। ଏଥିରେ ଷ୍ଟୋର୍‌ ରୁମ୍‌ରେ ଥିବା […]

m

m

Hemant Lenka
  • Published: Wednesday, 03 October 2018
  • Updated: 03 October 2018, 04:51 PM IST

Sports

Latest News

କୈମୁର: ବିହାରର ପୁଲିସ୍‌ ବିଭିନ୍ନ ସମୟରେ ଜବତ କରି ରଖିଥିବା ମଦ ବିଶେଷ କରି କ୍ୟାନ୍‌ଡ ବିୟର୍‌ଗୁଡ଼ିକ ଏବେ ନଷ୍ଟ ହୋଇଯାଇଛି। କୈମୁର ଜିଲ୍ଲା ପ୍ରଶାସନ ପୁଲିସ୍‌ ଷ୍ଟୋର ରୁମ୍‌ ଖୋଲିବା କ୍ଷଣି ଏହା ମଧ୍ୟରେ ଥିବା ୧୧,୫୮୪ ବିୟର କ୍ୟାନ୍‌ ଖାଲି ପଡ଼ିଥିବା ଦେଖିବାକୁ ପାଇଛି।

ତେବେ ପୁଲିସ୍‌ ଷ୍ଟୋର୍‌ ରୁମ୍‌ରେ ଥିବା ମଦକୁ କିଏ ନଷ୍ଟ କଲା, ତାକୁ ନେଇ ପ୍ରଶାସନ ପକ୍ଷରୁ ଏକ ବୟାନ ଜାରି କରାଯାଇଛି। ଏଥିରେ ଷ୍ଟୋର୍‌ ରୁମ୍‌ରେ ଥିବା ସବୁ ବିୟର୍‌କୁ ମୂଷାମାନେ ପିଇଦେଇଥିବା ପରୋକ୍ଷରେ କୁହାଯାଇଛି।

ମୂଷାମାନେ ହିଁ ଷ୍ଟୋର୍‌ ରୂମ୍‌ରେ ଥିବା ବିୟର କ୍ୟାନ୍‌ ଗୁଡ଼ିକୁ କଣା କରି ଏହାକୁ ନଷ୍ଟ କରିଦେଇଛନ୍ତି ବୋଲି ସବ୍‌ ଡିଭିଜନାଲ୍‌ ମାଜିଷ୍ଟ୍ରେଟ୍‌ କୁମାରୀ ଅନୁପମା କହିଛନ୍ତି। ସେ କହିଛନ୍ତି, ତଦନ୍ତ ବେଳେ ଜଣାପଡ଼ିଛି ଯେ ବିୟର କ୍ୟାନ୍‌ ଉପରେ ହୋଇଥିବା କଣା ମୂଷାଙ୍କ ଦ୍ୱାରା ହୋଇଛି। ଏହି ବିୟର୍‌ କ୍ୟାନ୍‌ ଗୁଡ଼ିକ ଏବେ ଖାଲି ପଡ଼ିଛି। ଗତ ୨ ବର୍ଷ ମଧ୍ୟରେ ଏତେ ସଂଖ୍ୟକ ବିୟର୍‌ କ୍ୟାନ୍‌ ଜବତ ହୋଇଥିଲା ବୋଲି ସେ କହିଛନ୍ତି।

୨୦୧୭ ମେ’ ମାସରେ ମଧ୍ୟ ପୁଲିସ୍‌ ଜବତ କରିଥିବା ସବୁ ମଦ ମୂଷା ପିଇ ଦେଇଥିବା ରିପୋର୍ଟ ପ୍ରକାଶ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story