Advertisment

ଟିଏମସି ଛାଡ଼ି ବିଜେପିରେ ସାମିଲ୍ ହେଲେ ବିଧାୟକ ମିହିର

ନୂଆଦିଲ୍ଲୀ: ଟିଏମସିରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ୍ ହୋଇଛନ୍ତି ମିହିର ଗୋସ୍ୱାମୀ। ଶୁକ୍ରବାର ମିହିର ଦିଲ୍ଲୀରେ ବିଜେପି ମହାସଚିବ କୌଳାଶ ବିଜୟବର୍ଗୀୟଙ୍କ ଉପସ୍ଥିତିରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। Delhi: Mihir Goswami joins Bharatiya Janata Party after resigning from Trinamool Congress, in the presence of BJP National General Secretary Kailash Vijayvargiya.#WestBengal pic.twitter.com/pnY06v0jR4 — ANI (@ANI) November 27, 2020 ଶୁକ୍ରବାର ଟିଏମସି ସାଂସଦ ନୀତୀଶ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଟିଏମସି ଛାଡ଼ି ବିଜେପିରେ ସାମିଲ୍ ହେଲେ ବିଧାୟକ ମିହିର

mihir-goswami

ନୂଆଦିଲ୍ଲୀ: ଟିଏମସିରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ୍ ହୋଇଛନ୍ତି ମିହିର ଗୋସ୍ୱାମୀ। ଶୁକ୍ରବାର ମିହିର ଦିଲ୍ଲୀରେ ବିଜେପି ମହାସଚିବ କୌଳାଶ ବିଜୟବର୍ଗୀୟଙ୍କ ଉପସ୍ଥିତିରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି।

Advertisment

ଶୁକ୍ରବାର ଟିଏମସି ସାଂସଦ ନୀତୀଶ ପ୍ରମାଣିକ ଏବଂ ବିଧାୟକ ମିହିର ଦିଲ୍ଲୀ ଆସିଥିଲେ। ଏହାପରେ ମିହିର ବିଜେପିରେ ସାମିଲ୍ ହୋଇଛନ୍ତି। ନୀତୀଶ ମଧ୍ୟ ବିଜେପିରେ ସାମିଲ୍ ହେବା ଏକ ପ୍ରକାର ଥୟ ବୋଲି କୁହାଯାଉଛି। କିଛି ଦିନ ତଳେ ମିହିର ଟିଏମସି ପ୍ରତି ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତି ଅସନ୍ତୋଷ ଜାହିର କରିଥିଲେ। ଦକ୍ଷିଣ କୁଚବିହାରର ବିଧାୟକ ରହିଛନ୍ତି ମିହିର ଗୋସ୍ୱାମୀ।

Advertisment

ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ ଶାସକ ଦଳ ଟିଏମସି ଏବଂ ବିଜେପି ଆରମ୍ଭ କରି ଦେଇଛନ୍ତି ରାଜନୀତିକ ପ୍ରଚାର।