Advertisment

ଦୁର୍ଘଟଣାର ସମ୍ମୁଖୀନ ହେଲେ ମହମ୍ମଦ ଆଝାରୁଦ୍ଦିନ୍

କୋଟା: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନର ସଭାପତି ମହମ୍ମଦ ଆଝାରୁଦ୍ଦିନ୍ ଦୁର୍ଘଟଣାର ଶିକାର ହୋଇଛନ୍ତି। ଦୁର୍ଘଟଣା ସମୟରେ ତାଙ୍କ କାର ଓଲଟି ପଡିଥିଲା। ହେଲେ ସୌଭାଗ୍ୟ ବଶତଃ ତାଙ୍କର କୌଣସି କ୍ଷତି ହୋଇନି। ରାଜସ୍ଥାନର ଲାଲସୋଟ-କୋଟା ହାଇଓ୍ୱରେ ସୁରୱାଲ ଥାନା ଦେଇ ଆଝାରୁଦ୍ଦିନ୍ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ୫୭ ବର୍ଷୀୟ ଆଝାରୁଦ୍ଦିନ ତାଙ୍କ ପରିବାର ସହିତ ରଣଥମ୍ବୋରକୁ ଯାଉଥିବାବେଳେ ଏହି ଘଟଣା ଘଟିଥିଲା ବୋଲି ତାଙ୍କ ବ୍ୟକ୍ତିଗତ […]

ଅଦ୍ୟତନ ହୋଇଛି
ଦୁର୍ଘଟଣାର ସମ୍ମୁଖୀନ ହେଲେ ମହମ୍ମଦ ଆଝାରୁଦ୍ଦିନ୍

AZHARUDDIN

Advertisment

କୋଟା: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନର ସଭାପତି ମହମ୍ମଦ ଆଝାରୁଦ୍ଦିନ୍ ଦୁର୍ଘଟଣାର ଶିକାର ହୋଇଛନ୍ତି। ଦୁର୍ଘଟଣା ସମୟରେ ତାଙ୍କ କାର ଓଲଟି ପଡିଥିଲା। ହେଲେ ସୌଭାଗ୍ୟ ବଶତଃ ତାଙ୍କର କୌଣସି କ୍ଷତି ହୋଇନି।

Advertisment

ରାଜସ୍ଥାନର ଲାଲସୋଟ-କୋଟା ହାଇଓ୍ୱରେ ସୁରୱାଲ ଥାନା ଦେଇ ଆଝାରୁଦ୍ଦିନ୍ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ୫୭ ବର୍ଷୀୟ ଆଝାରୁଦ୍ଦିନ ତାଙ୍କ ପରିବାର ସହିତ ରଣଥମ୍ବୋରକୁ ଯାଉଥିବାବେଳେ ଏହି ଘଟଣା ଘଟିଥିଲା ବୋଲି ତାଙ୍କ ବ୍ୟକ୍ତିଗତ ସହାୟକ ସୂଚନା ଦେଇଛନ୍ତି। ଆଝାରୁଦ୍ଦିନ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ଆଉ ଏକ କାର ହୋଟେଲ୍ ନେଇଯାଇଛି ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe