ମୋଷ୍ଟୱାଣ୍ଟେଡ୍ ମାଓବାଦୀ ମଲେଶ୍ୱରର ଆତ୍ମସମର୍ପଣ

ବିଶାଖାପାଟଣା: ବିଶାଖାପାଟଣା ଡିଆଇଜିଙ୍କ ନିକଟରେ ଜଣେ ମୋଷ୍ଟୱାଣ୍ଟେଡ୍ ମାଓବାଦୀ ଆତ୍ମସମର୍ପଣ କରିଛି। ତା ନାଁ ଭି. ମଲେଶ୍ୱର। ଗତ ୨୦୦୮ ମସିହାରୁ କୋରକୋଣ୍ଡା ନକ୍ସଲ ଦଳରେ ସାମିଲ ଥିବା ମଲେଶ୍ୱର ନାଁରେ ଆନ୍ଧ୍ର, ଓଡ଼ିଶା ଓ ଛତିଶଗଡ଼ର ବିଭିନ୍ନ ଥାନାରେ ୪୧ରୁ ଅଧିକ ସଂଗୀନ ମାମଲା ରହିଛି। ଏପରିକି ତା ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ରଖିଥିଲେ ଆନ୍ଧ୍ର ସରକାର। ନିରୀହ ଲୋକଙ୍କୁ ହତ୍ୟା ଓ ମାଓବାଦର ମୂଳ ଉଦେ୍ଧଶ୍ୟଠାରୁ ସଂଗଠନ ଦୂରେଇ ଯାଉଥିବା ଦେଖି […]

maleswar

maleswar

Rakesh Mallick
  • Published: Sunday, 03 May 2015
  • Updated: 03 May 2015, 08:52 AM IST

Sports

Latest News

ବିଶାଖାପାଟଣା: ବିଶାଖାପାଟଣା ଡିଆଇଜିଙ୍କ ନିକଟରେ ଜଣେ ମୋଷ୍ଟୱାଣ୍ଟେଡ୍ ମାଓବାଦୀ ଆତ୍ମସମର୍ପଣ କରିଛି। ତା ନାଁ ଭି. ମଲେଶ୍ୱର। ଗତ ୨୦୦୮ ମସିହାରୁ କୋରକୋଣ୍ଡା ନକ୍ସଲ ଦଳରେ ସାମିଲ ଥିବା ମଲେଶ୍ୱର ନାଁରେ ଆନ୍ଧ୍ର, ଓଡ଼ିଶା ଓ ଛତିଶଗଡ଼ର ବିଭିନ୍ନ ଥାନାରେ ୪୧ରୁ ଅଧିକ ସଂଗୀନ ମାମଲା ରହିଛି। ଏପରିକି ତା ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ରଖିଥିଲେ ଆନ୍ଧ୍ର ସରକାର। ନିରୀହ ଲୋକଙ୍କୁ ହତ୍ୟା ଓ ମାଓବାଦର ମୂଳ ଉଦେ୍ଧଶ୍ୟଠାରୁ ସଂଗଠନ ଦୂରେଇ ଯାଉଥିବା ଦେଖି ମଲେଶ୍ୱର ଆତ୍ମ ସମର୍ପଣ କରିଥିବା କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story