Advertisment

ମୋଷ୍ଟୱାଣ୍ଟେଡ୍ ମାଓବାଦୀ ମଲେଶ୍ୱରର ଆତ୍ମସମର୍ପଣ

ବିଶାଖାପାଟଣା: ବିଶାଖାପାଟଣା ଡିଆଇଜିଙ୍କ ନିକଟରେ ଜଣେ ମୋଷ୍ଟୱାଣ୍ଟେଡ୍ ମାଓବାଦୀ ଆତ୍ମସମର୍ପଣ କରିଛି। ତା ନାଁ ଭି. ମଲେଶ୍ୱର। ଗତ ୨୦୦୮ ମସିହାରୁ କୋରକୋଣ୍ଡା ନକ୍ସଲ ଦଳରେ ସାମିଲ ଥିବା ମଲେଶ୍ୱର ନାଁରେ ଆନ୍ଧ୍ର, ଓଡ଼ିଶା ଓ ଛତିଶଗଡ଼ର ବିଭିନ୍ନ ଥାନାରେ ୪୧ରୁ ଅଧିକ ସଂଗୀନ ମାମଲା ରହିଛି। ଏପରିକି ତା ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ରଖିଥିଲେ ଆନ୍ଧ୍ର ସରକାର। ନିରୀହ ଲୋକଙ୍କୁ ହତ୍ୟା ଓ ମାଓବାଦର ମୂଳ ଉଦେ୍ଧଶ୍ୟଠାରୁ ସଂଗଠନ ଦୂରେଇ ଯାଉଥିବା ଦେଖି […]

ଅଦ୍ୟତନ ହୋଇଛି
ମୋଷ୍ଟୱାଣ୍ଟେଡ୍ ମାଓବାଦୀ ମଲେଶ୍ୱରର ଆତ୍ମସମର୍ପଣ

maleswar

Advertisment

ବିଶାଖାପାଟଣା: ବିଶାଖାପାଟଣା ଡିଆଇଜିଙ୍କ ନିକଟରେ ଜଣେ ମୋଷ୍ଟୱାଣ୍ଟେଡ୍ ମାଓବାଦୀ ଆତ୍ମସମର୍ପଣ କରିଛି। ତା ନାଁ ଭି. ମଲେଶ୍ୱର। ଗତ ୨୦୦୮ ମସିହାରୁ କୋରକୋଣ୍ଡା ନକ୍ସଲ ଦଳରେ ସାମିଲ ଥିବା ମଲେଶ୍ୱର ନାଁରେ ଆନ୍ଧ୍ର, ଓଡ଼ିଶା ଓ ଛତିଶଗଡ଼ର ବିଭିନ୍ନ ଥାନାରେ ୪୧ରୁ ଅଧିକ ସଂଗୀନ ମାମଲା ରହିଛି। ଏପରିକି ତା ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ରଖିଥିଲେ ଆନ୍ଧ୍ର ସରକାର। ନିରୀହ ଲୋକଙ୍କୁ ହତ୍ୟା ଓ ମାଓବାଦର ମୂଳ ଉଦେ୍ଧଶ୍ୟଠାରୁ ସଂଗଠନ ଦୂରେଇ ଯାଉଥିବା ଦେଖି ମଲେଶ୍ୱର ଆତ୍ମ ସମର୍ପଣ କରିଥିବା କହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe