'ସୁଶାନ୍ତଙ୍କ ଭଉଣୀଙ୍କ ନାଁରେ ମାମଲା ରୁଜୁ କରି ନିଜର କର୍ତ୍ତବ୍ୟ କରିଛି ମୁମ୍ବାଇ ପୁଲିସ'

ମୁମ୍ବାଇ: ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀଙ୍କ ବିରୋଧରେ ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗ ଆଧାରରେ ରୁଜୁ ମାମଲାକୁ ନେଇ ମୁମ୍ବାଇ ପୁଲିସ ମୁହଁ ଖୋଲିଛି। କିଛିଦିନ ପୂର୍ବରୁ ମାମଲାକୁ ନେଇ ବମ୍ବେ ହାଇକୋର୍ଟରେ ସିବିଆଇ ଆପତ୍ତି ଉଠାଇଥିଲେ। କୋର୍ଟଙ୍କ ନିକଟରେ ଏଫଆଇଆରକୁ ଆଇନ ଦୃଷ୍ଟିରେ ଭୁଲ ବୋଲି ତର୍କ ରଖିଥିଲା ସିବିଆଇ। ତେବେ ଏନେଇ ସୋମବାର ମୁମ୍ବାଇ ପୁଲିସ ନିଜ ପକ୍ଷ ରଖିଛି। ବାନ୍ଦ୍ରା ପୁଲିସର ଜଣେ ବରିଷ୍ଠ ଇନସ୍ପେକ୍ଟର ନିଖିଲ କାପସେ କୋର୍ଟରେ ଏକ […]

ssr

ssr

Pragnya Choudhury
  • Published: Tuesday, 03 November 2020
  • Updated: 03 November 2020, 03:32 PM IST

Sports

Latest News

ମୁମ୍ବାଇ: ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀଙ୍କ ବିରୋଧରେ ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗ ଆଧାରରେ ରୁଜୁ ମାମଲାକୁ ନେଇ ମୁମ୍ବାଇ ପୁଲିସ ମୁହଁ ଖୋଲିଛି। କିଛିଦିନ ପୂର୍ବରୁ ମାମଲାକୁ ନେଇ ବମ୍ବେ ହାଇକୋର୍ଟରେ ସିବିଆଇ ଆପତ୍ତି ଉଠାଇଥିଲେ। କୋର୍ଟଙ୍କ ନିକଟରେ ଏଫଆଇଆରକୁ ଆଇନ ଦୃଷ୍ଟିରେ ଭୁଲ ବୋଲି ତର୍କ ରଖିଥିଲା ସିବିଆଇ। ତେବେ ଏନେଇ ସୋମବାର ମୁମ୍ବାଇ ପୁଲିସ ନିଜ ପକ୍ଷ ରଖିଛି।

ବାନ୍ଦ୍ରା ପୁଲିସର ଜଣେ ବରିଷ୍ଠ ଇନସ୍ପେକ୍ଟର ନିଖିଲ କାପସେ କୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି। ସତ୍ୟପାଠରେ ସେ କହିଛନ୍ତି ଯେ, ମୁମ୍ବାଇ ପୁଲିସ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ତାଙ୍କ ଭଉଣୀମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ସିବିଆଇ ତଦନ୍ତକୁ କୌଣସି ପ୍ରକାର ପ୍ରଭାବିତ କରିବାକୁ ଚେଷ୍ଟା କରିନାହିଁ। କୋର୍ଟକୁ ମୁମ୍ବାଇ ପୁଲିସ କହିଛି ଯେ, ଏହି ଏଫଆଇଆର ରୁଜୁ ହେବା ଦ୍ୱାରା ଅପରାଧ ପ୍ରକାଶ ପାଇଛି।

ମୁମ୍ବାଇ ପୁଲିସ ଏହି ଏଫଆଇଆରକୁ ନେଇ କୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛି। ମାମଲା ରୁଜୁ କରିବା ପୁଲିସର କର୍ତ୍ତବ୍ୟ ବୋଲି ସତ୍ୟପାଠରେ କୁହାଯାଇଛି। ଏହାଛଡ଼ା ସୁଶାନ୍ତ ଏବଂ ତାଙ୍କ ଭଉଣୀମାନଙ୍କ ମାନସମ୍ମାନକୁ ନଷ୍ଟ କରିବାରୁ ଚେଷ୍ଟା କରାଯାଉଥିବା ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛି ମୁମ୍ବାଇ ପୁଲିସ। ଏହାସହ ଏହି ସତ୍ୟପାଠରେ ମୁମ୍ବାଇ ପୁଲିସ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂହ ଏବଂ ମିତୁ ସିଂହଙ୍କ ପକ୍ଷରୁ ଦାଖଲ ଯାଚିକାକୁ ଖାରିଜ କରିବାକୁ ମଧ୍ୟ କୋର୍ଟକୁ ଅନୁରୋଧ କରିଛି।

ପୁଲିସ ସତ୍ୟପାଠରେ କହିଛି ଯେ, ରିୟାଙ୍କ ପକ୍ଷରୁ ପ୍ରଥମେ ଅଭିଯୋଗ କରାଯିବା ପରେ ପ୍ରିୟଙ୍କା ଏବଂ ମିତୁଙ୍କ ନାଁରେ ମାମଲା ରୁଜୁ ହୋଇଥିଲା, ଯେଉଁଥି ପାଇଁ ଅପରାଧ ହୋଇଥିବା ସାମ୍ନାକୁ ଆସିଲା। ପୁଲିସ ମୁତାବକ ରିୟା ଅଭିଯୋଗ କରିଥିଲେ ଯେ, ପ୍ରିୟଙ୍କା ଏବଂ ମିତୁ ଦିଲ୍ଲୀର ଜଣେ ଡାକ୍ତରଙ୍କ ସହାୟତାରେ ନକଲି ମେଡିକାଲ ପ୍ରେକ୍ରିପସନ ପଠାଇଥିଲେ, ଯେଉଁଥିରେ ସୁଶାନ୍ତଙ୍କ ଭୟ ଦୂର କରିବାକୁ ଔଷଧ ଦିଆଯାଇଥିବା କୁହାଯାଇଥିଲା। ଏହା ସାହାଯ୍ୟରେ ଡାକ୍ତର ସୁଶାନ୍ତଙ୍କୁ ପରୀକ୍ଷା ନ କରି ସାଇକୋଟ୍ରୋପିକ୍ ସବ୍ସଣ୍ଟେସ ଦିଆଯାଇଥାଇପାରେ ଏବଂ ସୁଶାନ୍ତଙ୍କ ଆତ୍ମହତ୍ୟା ପଛରେ ଏହା ମଧ୍ୟ କାରଣ ହୋଇପାରେ ବୋଲି ପୁଲିସ ସତ୍ୟପାଠରେ କହିଛି।

ସୂଚନାଯୋଗ୍ୟ, ପ୍ରିୟଙ୍କା ଏବଂ ମିତୁ କୋର୍ଟରେ ଏକ ଯାଚିକା ଦାଖଲ କରି ଅନୁରୋଧ କରିଥିଲେ କି, ସେମାନଙ୍କ ବିରୁଦ୍ଧରେ ପୁଲିସ ରୁଜୁ କରିଥିବା ମାମଲାକୁ କୋର୍ଟ ବାତୀଲ କରିଦିଅନ୍ତୁ। ରିୟାଙ୍କ ଅଭିଯୋଗ କ୍ରମେ ବିଶ୍ୱାସଘାତ କରିଥିବା ଏବଂ ଔଷଧର ଭୁଲ ରସିଦ ପ୍ରସ୍ତୁତ କରିଥିବା ନେଇ ମାମଲା ରୁଜୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story