ନୂଆବର୍ଷରେ ମୁମ୍ବାଇ ଶିରିଡ଼ି ସାଇ ମନ୍ଦିରକୁ ୧୨ କୋଟି ଟଙ୍କା ଦାନ

ମୁମ୍ବାଇ: ନୂଆବର୍ଷ ଅବସରରେ ମୁମ୍ୱାଇର ଶିରିଡ଼ି ସାଇ ମନ୍ଦିରକୁ ରେକର୍ଡ ପରିମାଣର ଦାନ କରିଛନ୍ତି ଶ୍ରଦ୍ଧାଳୁ। ନୂଆବର୍ଷ ଅବସରରେ ଗତ ସପ୍ତାହରେ ମନ୍ଦିରକୁ ପ୍ରାୟ ୧୨ କୋଟି ଟଙ୍କା ଦାନ ଆକାରରେ ମିଳିଛି। ଗତ ୧୦ ଦିନ ଭିତରେ ଏହି ଦାନର ପରିମାଣ ସବୁ ବର୍ଷର ପୁରୁଣା ରେକର୍ଡକୁ ପଛରେ ପକାଇ ଦେଇଛି। ସେହିଭଳି ଶ୍ରଦ୍ଧାଳୁମାନେ ଏହି ସମୟ ମଧ୍ୟରେ ଏକ କେଜି ୨୩୧ ଗ୍ରାମ ସୁନା ଦାନ କରିଛନ୍ତି। ଏହାଛଡ଼ା ୨୧ କିଲୋଗ୍ରାମ ରୁପା ସମେତ ଆହୁରି ଅନେକ ମୂଲ୍ୟବାନ ସାମଗ୍ରୀ ମନ୍ଦିରକୁ ଦାନ ସୂତ୍ରରେ ମିଳିଛି। ସିରିଡ଼ି ସାଇ ମନ୍ଦିରକୁ ବିଭିନ୍ନ ଦେଶରରୁ ଭକ୍ତମାନେ ଦାନ ଦେଇଥିବା ବେଳେ ଏଥିରେ ୨୧ଟି ଦେଶର ମୁଦ୍ରା ରହିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ନାଁରେ ଯୋଡ଼ି ହେଲା ଏହି ୩ ରେକର୍ଡ

ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରିବ ସିବିଆଇ, କେନ୍ଦ୍ରର ମିଳିଲା ଅନୁମତି

ରାମ ମନ୍ଦିର ନର୍ମାଣ ପାଇଁ ଭୂମି ପୂଜନ ଆରମ୍ଭ, ବସିଛନ୍ତି ମୋଦି

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ

୩୨ ସେକେଣ୍ଡର ଶୁଭବେଳାରେ ସଂପନ୍ନ ହେବ ଭୂମିପୂଜନ

ଭୟଙ୍କର ବିସ୍ଫୋରଣ: ୭୮ ମୃତ, ୪୦୦୦ରୁ ଅଧିକ ଆହତ

ବିସ୍ଫୋରଣରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ, ଶତାଧିକ ଗୁରୁତର

ନଦୀରେ ବୁଡ଼ି ଗଲା ଡଙ୍ଗା, ୨୪ରୁ ଅଧିକ ଲୋକ ଥିଲେ

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ରାଜ୍ୟପାଳ ରାଜି

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ଆଦିତ୍ୟ ଠାକରେ, କହିଲେ ମୋତେ…

ନୂଆ ମ୍ୟାପ ଜାରି କଲା ପାକିସ୍ତାନ, କଶ୍ମୀର ସହ ଗୁଜରାଟ ଓ ଲଦାଖର କିଛି ଅଂଶକୁ ନିଜର ଦର୍ଶାଇଲା

କାର୍ଗିଲ ଯୁଦ୍ଧର ମିଗ-୨୩ ବିମାନକୁ ବିକ୍ରି ପାଇଁ OLXରେ ବିଜ୍ଞାପନ, ଦାମ କେତେ ଥିଲା ଜାଣନ୍ତୁ