ବ୍ୟାପୁଛି ଅଜଣା ଜ୍ୱର, ନେଲାଣି ୮୪ ଜୀବନ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଏବେ ଏକ ରହସ୍ୟମୟ ଜ୍ୱର ବ୍ୟାପିବାରେ ଲାଗିଛି। ଏହି ଅଜଣା ଜ୍ୱରକୁ ନାଁ ଡାକ୍ତରମାନେ ଚିହ୍ନି ପାରୁଛନ୍ତି ନା ଏହାର ପ୍ରତିକାର ପାଇଁ କୌଣସି ବ୍ୟବସ୍ଥା କରିପାରୁଛନ୍ତି। ଇତି ମଧ୍ୟରେ ସମଗ୍ର ରାଜ୍ୟରେ ଏହି ଅଜଣା ଜ୍ୱରରେ ୮୪ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ଗତ ୬ ସପ୍ତାହ ହେଲା ଏଭଳି ଅଜଣା ଜ୍ୱରର ଆତଙ୍କ ରାଜ୍ୟରେ ଦେଖାଯାଇ ଥିଲେ ହେଁ, ଏଯାଏ ସରକାର କିଛି ବି କରିପାରି ନାହାନ୍ତି। ତେବେ ସରକାର […]

up

up

Hemant Lenka
  • Published: Friday, 21 September 2018
  • Updated: 21 September 2018, 09:54 AM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଏବେ ଏକ ରହସ୍ୟମୟ ଜ୍ୱର ବ୍ୟାପିବାରେ ଲାଗିଛି। ଏହି ଅଜଣା ଜ୍ୱରକୁ ନାଁ ଡାକ୍ତରମାନେ ଚିହ୍ନି ପାରୁଛନ୍ତି ନା ଏହାର ପ୍ରତିକାର ପାଇଁ କୌଣସି ବ୍ୟବସ୍ଥା କରିପାରୁଛନ୍ତି। ଇତି ମଧ୍ୟରେ ସମଗ୍ର ରାଜ୍ୟରେ ଏହି ଅଜଣା ଜ୍ୱରରେ ୮୪ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି।

ଗତ ୬ ସପ୍ତାହ ହେଲା ଏଭଳି ଅଜଣା ଜ୍ୱରର ଆତଙ୍କ ରାଜ୍ୟରେ ଦେଖାଯାଇ ଥିଲେ ହେଁ, ଏଯାଏ ସରକାର କିଛି ବି କରିପାରି ନାହାନ୍ତି। ତେବେ ସରକାର କେବଳ ଏହି ରହସ୍ୟମୟ ଜ୍ୱର ପାଇଁ ହାଇଆଲର୍ଟ ଜାରି କରି ବସି ଯାଇଛନ୍ତି।

ବରେଲୀ ଜିଲ୍ଲାରେ ଏହି ଅଜଣା ଜ୍ୱର ଯୋଗୁ ସର୍ବାଧିକ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପଡ଼ୋଶୀ ବଦାଉଁରେ ୨୩ ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି।

ଜ୍ୱରରେ ପ୍ରାଣ ହରାଇଥିବା ଜଣେ ୧୨ ବର୍ଷୀୟ ବାଳକଙ୍କ ବାପା କହିଛନ୍ତି, “ଦୁଇ ଦିନ ତଳେ ମୋ ପୁଅକୁ ଭୀଷଣ ଜ୍ୱର ହୋଇଥିଲା। ମୁଁ ତାକୁ ପ୍ରଥମେ ଗାଁ ଡାକ୍ତରଖାନାକୁ ନେଇଥିଲି। ହେଲେରେ ସେଠାରେ ତା’ ଦେହ ଆହୁରି ଖରାପ ହୋଇଥିଲା। ଲାଗୁଥିଲା ଯେମିତି ତା’ ଶରୀର ତାତିରେ ଜଳୁଛି। ଏହାପରେ ମୁଁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲି। କିନ୍ତୂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।”

ଉତ୍ତର ପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ଜ୍ୱରରେ ପ୍ରାଣ ହରାଉଥିବା ଏବଂ ଆକ୍ରାନ୍ତ ହେଉଥିବା ଲୋକଙ୍କ ପରିଚୟ ତୁରନ୍ତ ସଂଗ୍ରହ କରିବାକୁ କହିଛନ୍ତି। ସେହିପରି ଉଭୟ କେନ୍ଦ୍ର ଓ ରାଜ୍ୟର ସ୍ୱତନ୍ତ୍ର ଟିମ୍‌ ଲୋକଙ୍କୁ ସେବା ଯୋଗାଉଥିବା ଜଣାପଡ଼ିଛି। ତଥାପି ଏହି ଜ୍ୱର ଗୋଟିଏ ପରେ ଗୋଟିଏ ଗାଁକୁ ବ୍ୟାପିବାରେ ଲାଗିଛି।

ପ୍ରଥମେ ବରେଲୀରେ ଏହି ଜ୍ୱରରେ ଲୋମାନେ ଆକ୍ରାନ୍ତ ହୋଇଥିଲେ। ଏହାପରେ ବଦାଉଁ, ହରଦୋଇ, ସୀତାପୁର,ବାହାରିଚ ଓ ଶାହଜାହାନପୁରକୁ ବ୍ୟାପିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story