/odisha-reporter/media/post_attachments/uploads/2015/05/CEkX8vdUEAAYGhj-1.jpg)
terru pjhottoes
ଫ୍ଲୋରିଡା: ନାସାର ମହାକାଶବିଜ୍ଞାନୀ ଟେରି ଭିରିଟ୍ ଙ୍କ କ୍ୟାମରାରେ କଏଦ୍ ହୋଇଛି ଭାରତର ବିଭିନ୍ନ ସହରର ଦୃଶ୍ୟ। ସେ ସହରର ରାତିର ଦୃଶ୍ୟର ଫଟୋ ଓ ଭିଡିଓକୁ ସେ ଟ୍ୱଟିର ଛାଡିଛନ୍ତି।ଏହି ଫୋଟରେ ଭାରତର ଲା଼ଇଟ ସବୁ ଚମକୁଥିବା ଦେଖିବାକୁ ମିଳିଛି। ସେ ଭାରତର ଦକ୍ଷୀଣପୂର୍ବ ଅଞ୍ଚଳକୁ ୪ଟି ସହରକୁ ଫୋକସ କରିଥିଲେ।
Advertisment
blob:https%3A//vine.co/82b53dfa-3227-43b3-bfbe-ba2fb22d1aec
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
