Advertisment

ଦୁର୍ନୀତି ଅଭିଯୋଗରେ ପାକ୍‌ ବିରୋଧୀ ଦଳ ନେତା ଗିରଫ

ଲାହୋର୍‌ (ଓଡ଼ିଶା ରିପୋର୍ଟର): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍‌ ଶରିଫ୍‌ଙ୍କ ଭାଇ ତଥା ପାକିସ୍ତାନର ବିରୋଧୀ ଦଳ ନେତା ଶାହବାଜ୍‌ ଶରିଫ୍‌ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଛନ୍ତି। ଦେଶର ଭ୍ରଷ୍ଟାଚାର ନିରୋଧୀ ସଂସ୍ଥା ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି। ପୂର୍ବରୁ ନ୍ୟାସନାଲ୍‌ ଆକାଉଣ୍ଟେବିଲିଟି ବ୍ୟୁରୋର ତଦନ୍ତକାରୀ ଟିମ୍‌ ତାଙ୍କୁ ଜେରା କରିଥିଲେ। ଶାହବାଜ୍‌ କିନ୍ତୁ ତଦନ୍ତକାରୀ ଟିମ୍‌କୁ ସଫେଇ ଦେବାରେ ବିଫଳ ହୋଇଥିଲେ। ତାଙ୍କ ନାମରେ ଆଶିଆନା ହାଉସିଂ ପ୍ରକଳ୍ପରେ ୧୪୦୦ କୋଟି ଟଙ୍କାର ଏବଂ ପଞ୍ଜାବ […]

ଦୁର୍ନୀତି ଅଭିଯୋଗରେ ପାକ୍‌ ବିରୋଧୀ ଦଳ ନେତା ଗିରଫ

Sarif-Brother-arrested

Advertisment

ଲାହୋର୍‌ (ଓଡ଼ିଶା ରିପୋର୍ଟର): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍‌ ଶରିଫ୍‌ଙ୍କ ଭାଇ ତଥା ପାକିସ୍ତାନର ବିରୋଧୀ ଦଳ ନେତା ଶାହବାଜ୍‌ ଶରିଫ୍‌ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଛନ୍ତି।

Advertisment

ଦେଶର ଭ୍ରଷ୍ଟାଚାର ନିରୋଧୀ ସଂସ୍ଥା ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି। ପୂର୍ବରୁ ନ୍ୟାସନାଲ୍‌ ଆକାଉଣ୍ଟେବିଲିଟି ବ୍ୟୁରୋର ତଦନ୍ତକାରୀ ଟିମ୍‌ ତାଙ୍କୁ ଜେରା କରିଥିଲେ। ଶାହବାଜ୍‌ କିନ୍ତୁ ତଦନ୍ତକାରୀ ଟିମ୍‌କୁ

ସଫେଇ ଦେବାରେ ବିଫଳ ହୋଇଥିଲେ। ତାଙ୍କ ନାମରେ ଆଶିଆନା ହାଉସିଂ ପ୍ରକଳ୍ପରେ ୧୪୦୦ କୋଟି ଟଙ୍କାର ଏବଂ ପଞ୍ଜାବ ସାଫ୍‌ ପାନୀ କମ୍ପାନୀରେ ୪ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ରହିଛି।

Advertisment

ପଞ୍ଜାବ ସାଫ୍‌ ପାନୀ କମ୍ପାନୀ ପାକିସ୍ତାନର ପଞ୍ଜାବ ରାଜ୍ୟରେ ପାନୀୟ ଜଳ ଯୋଗାଣ ପାଇଁ ବିଭିନ୍ନ ପ୍ରକଳ୍ପ ନିର୍ମାଣ ଉଦ୍ଦେଶ୍ୟରେ ଗଠନ କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe