/odisha-reporter/media/post_attachments/uploads/2018/08/IMG-20180818-WA0058.jpg)
IMG-20180818-WA0058
କେରଳରେ ଅଗଷ୍ଟ ୯ ତାରିଖରୁ ଜାରି ରହିଥିବା ଅବିଶ୍ରାନ୍ତ ବର୍ଷାରେ ୧୮୭ ଜଣଙ୍କ ଜୀବନ ଯାଇଛି। ଆଜି କେବଳ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
Advertisment
/odisha-reporter/media/post_attachments/wp-content/uploads/2018/08/IMG-20180818-WA0048.jpg)
ବନ୍ୟା ଯୋଗୁ ଏର୍ଣ୍ଣାକୁଲମ ଏବଂ ତ୍ରିସୁର୍ ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।
/odisha-reporter/media/post_attachments/wp-content/uploads/2018/08/IMG-20180818-WA0061.jpg)
ଏହା ବ୍ୟତୀତ ଆଲାପୁଜା ଓ ପଠନମଥିଟ୍ଟାରେ ସମସ୍ତ ରାଜପଥ ଜଳମଗ୍ନ ହୋଇଛି। ମୋଟାମୋଟି ଭାବେ ରାଜ୍ୟର ୧୪ଟି ଜିଲ୍ଲାରେ ବନ୍ୟା ତାଣ୍ଡବ ରଚିଛି।
Advertisment
/odisha-reporter/media/post_attachments/wp-content/uploads/2018/08/IMG-20180818-WA0045.jpg)
ଜଳବନ୍ଦୀ ଅବସ୍ଥାରେ ଥିବା ଲୋକଙ୍କୁ କେବଳ ଆକାଶ ମାର୍ଗରେ ଉଦ୍ଧାର କରିବା ସମ୍ଭବପର ହେଉଛି। ବର୍ତ୍ତମାନ ସୁଦ୍ଧା ପାଖାପାଖି ୩ ଲକ୍ଷ ଲୋକଙ୍କୁ ୨ ହଜାର ରିଲିଫ୍ କ୍ୟାମ୍ପରେ ରଖାଯାଇଛି।
/odisha-reporter/media/post_attachments/wp-content/uploads/2018/08/IMG-20180818-WA0046.jpg)
ରାଜ୍ୟର ପାଖାପାଖି ୧୦୦ଟି ଡ୍ୟାମ୍ର ଜଳସ୍ତର ବୃଦ୍ଧି ପାଇଛି। ରାସ୍ତାରେ ପାଣି ଜମି ଥିବା ବେଳେ କିଛି ସ୍ଥାନରେ ଜାତୀୟ ରାଜପଥ ବର୍ଷାରେ ଧୋଇ ଯାଇଛି। ଏବେ ବି ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି।
/odisha-reporter/media/post_attachments/wp-content/uploads/2018/08/IMG-20180818-WA0053-1.jpg)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
