Advertisment

ନେପାଳ ଭୂମିକମ୍ପ: ଉଦ୍ଧାର କାର୍ଯ୍ୟ ସମୀକ୍ଷା କଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ନେପାଳ ଭୂ-ପ୍ରପୀଡିତଙ୍କ ପାଇଁ ଜାରି ରହିଥିବା ରିଲିଫ ଏବଂ ଉଦ୍ଧାର କାର୍ଯ୍ୟର ସମୀକ୍ଷା ଜାରି ରଖିଛନ୍ତି କେନ୍ଦ୍ର ସରକାର। ସେପଟେ ନେପାଳରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଅଣାଯିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ପେଟ୍ରୋଲିୟମ ମନ୍ତ୍ରଣାଳୟ ସମେତ ବିଭିନ୍ନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିବା ନେଇ ନିଜ ଟ୍ୱିଟର ପେଜରେ ଟ୍ୱିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅନ୍ୟପକ୍ଷରେ ଭାରତ ଏବଂ ନେପାଳ ସୀମାନ୍ତ ବିହାରର ରୀକ୍ସାଉଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ […]

ନେପାଳ ଭୂମିକମ୍ପ: ଉଦ୍ଧାର କାର୍ଯ୍ୟ ସମୀକ୍ଷା କଲେ ଧର୍ମେନ୍ଦ୍ର

DHARMENDRA

Advertisment

ନୂଆଦିଲ୍ଲୀ: ନେପାଳ ଭୂ-ପ୍ରପୀଡିତଙ୍କ ପାଇଁ ଜାରି ରହିଥିବା ରିଲିଫ ଏବଂ ଉଦ୍ଧାର କାର୍ଯ୍ୟର ସମୀକ୍ଷା ଜାରି ରଖିଛନ୍ତି କେନ୍ଦ୍ର ସରକାର। ସେପଟେ ନେପାଳରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଅଣାଯିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ପେଟ୍ରୋଲିୟମ ମନ୍ତ୍ରଣାଳୟ ସମେତ ବିଭିନ୍ନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିବା ନେଇ ନିଜ ଟ୍ୱିଟର ପେଜରେ ଟ୍ୱିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅନ୍ୟପକ୍ଷରେ ଭାରତ ଏବଂ ନେପାଳ ସୀମାନ୍ତ ବିହାରର ରୀକ୍ସାଉଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟନେଇ ସମୀକ୍ଷା କରିଛନ୍ତି। ସେ ସୀମା ସୁରକ୍ଷା ବଳ,କନ୍ସୁଲେଟ ଜେନେରାଲ, ନେପାଳରେ ଥିବା ଭାରତୀୟ ଦୂତାବାସ ଅଧିକାରୀ ଓ ଭୁମିକମ୍ପ ପ୍ରଭାବିତ ଅଞ୍ଚଳର ଅଧିକାରୀଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe