Advertisment

ନେପାଳ: ଭୂକଂପ ମୃତକଙ୍କ ସଂଖ୍ୟା ୮ ହଜାର ଟପିଲା

କାଠମାଣ୍ଡୁ: ନେପାଳରେ ଭୂକଂପ ମୃତକଙ୍କ ସଂଖ୍ୟା ୮ ହଜାର ଟପି ଯାଇଛି। ଗୁରୁବାର ନେପାଳ ରେଡ୍ କ୍ରସ୍ ସୋସାଇଟି ପକ୍ଷରୁ କୁହାଯାଇଛି ଯ ମୃତକଙ୍କ ସଂଖ୍ୟା ୮,୪୧୩ରେ ପହଞ୍ଚିଛି। ସେହିପରି ବର୍ତ୍ତମାନ ସୁଦ୍ଧା ୧୭,୫୭୬ଜଣ ଆହତ ହୋଇଛନ୍ତି। ୨୬୦ ଜଣ ଏବେବି ନିଖୋଜ ଅଛନ୍ତି। ସେହିଭଳି ବୁଧବାର ନେପାଳ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ ଏହି ଭୟାବହ ଭୂକଂପରେ ୧୦,୭୮୧ଟି କୋଠା ଭାଙ୍ଗି ଯାଇଛି। ୧୪,୭୪୧ଟି ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ୧୯୩୪ ମସିହା […]

ଅଦ୍ୟତନ ହୋଇଛି
ନେପାଳ: ଭୂକଂପ ମୃତକଙ୍କ ସଂଖ୍ୟା ୮ ହଜାର ଟପିଲା

Nepalquake

Advertisment

କାଠମାଣ୍ଡୁ: ନେପାଳରେ ଭୂକଂପ ମୃତକଙ୍କ ସଂଖ୍ୟା ୮ ହଜାର ଟପି ଯାଇଛି। ଗୁରୁବାର ନେପାଳ ରେଡ୍ କ୍ରସ୍ ସୋସାଇଟି ପକ୍ଷରୁ କୁହାଯାଇଛି ଯ ମୃତକଙ୍କ ସଂଖ୍ୟା ୮,୪୧୩ରେ ପହଞ୍ଚିଛି। ସେହିପରି ବର୍ତ୍ତମାନ ସୁଦ୍ଧା ୧୭,୫୭୬ଜଣ ଆହତ ହୋଇଛନ୍ତି। ୨୬୦ ଜଣ ଏବେବି ନିଖୋଜ ଅଛନ୍ତି।

Advertisment

ସେହିଭଳି ବୁଧବାର ନେପାଳ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ ଏହି ଭୟାବହ ଭୂକଂପରେ ୧୦,୭୮୧ଟି କୋଠା ଭାଙ୍ଗି ଯାଇଛି। ୧୪,୭୪୧ଟି ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି।

୧୯୩୪ ମସିହା ପରେ ଏହା ଥିଲା ନେପାଳର ସବୁଠୁ ବଡ଼ ଭୂକଂପ। ୧୯୩୪ ଭୂକଂପରେ ୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe