ନଭେମ୍ବର ୧ରେ ଭାରତ ଛୁଇଁବ ଉତ୍ତରପୂର୍ବ ମୌସୁମୀ

ନୂଆଦିଲ୍ଲୀ: ଦକ୍ଷିଣ ଭାରତର କୃଷକମାନେ ନିର୍ଭର କରୁଥିବା ଉତ୍ତରପୂର୍ବ ମୌସୁମୀ ଆସନ୍ତା ନଭେମ୍ବର ୧ରେ ଭାରତ ଛୁଇଁବ। ସାଧାରଣତଃ ଏହା ଅକ୍ଟୋବର ୨୦ରେ ଭାରତରେ ପ୍ରବେଶ କରିଥାଏ। କିନ୍ତୁ ଏଥର ବିଳମ୍ବରେ ଭାରତରେ ପ୍ରବେଶ କରିବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ ପାଣିପାଗ ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବଙ୍ଗୋପସାଗରରେ ୩ଟି ଘୂର୍ଣ୍ଣିବଳୟ ସୃଷ୍ଟି ହେବାରୁ ଚଳିତ ବର୍ଷ ଉତ୍ତର ପୂର୍ବ ମୌସୁମୀ ଭାରତରେ ପ୍ରବେଶ କରିବାରେ […]

dna

dna

Hemant Lenka
  • Published: Monday, 29 October 2018
  • Updated: 29 October 2018, 04:17 PM IST

Sports

Latest News

ନୂଆଦିଲ୍ଲୀ: ଦକ୍ଷିଣ ଭାରତର କୃଷକମାନେ ନିର୍ଭର କରୁଥିବା ଉତ୍ତରପୂର୍ବ ମୌସୁମୀ ଆସନ୍ତା ନଭେମ୍ବର ୧ରେ ଭାରତ ଛୁଇଁବ। ସାଧାରଣତଃ ଏହା ଅକ୍ଟୋବର ୨୦ରେ ଭାରତରେ ପ୍ରବେଶ କରିଥାଏ। କିନ୍ତୁ ଏଥର ବିଳମ୍ବରେ ଭାରତରେ ପ୍ରବେଶ କରିବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଭାରତୀୟ ପାଣିପାଗ ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବଙ୍ଗୋପସାଗରରେ ୩ଟି ଘୂର୍ଣ୍ଣିବଳୟ ସୃଷ୍ଟି ହେବାରୁ ଚଳିତ ବର୍ଷ ଉତ୍ତର ପୂର୍ବ ମୌସୁମୀ ଭାରତରେ ପ୍ରବେଶ କରିବାରେ ବିଳମ୍ବ ଘଟିଛି। ଉତ୍ତରପୂର୍ବ ମୌସୁମୀବାୟୁ ପ୍ରଭାବରେ ହେଉଥିବା ବର୍ଷା ଉପରେ ସାଧାରଣତଃ ତାମିଲନାଡୁ, ପୁଡୁଚେରୀ,ରୟାଲସୀମା ଓ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ କେରଳର କିଛି ଅଂଶର ଚାଷୀମାନେ ନିର୍ଭର କରନ୍ତି।

ବର୍ତ୍ତମାନ ଉତ୍ତରପୂର୍ବ ମୌସୁମୀ ବଳୟ ଦକ୍ଷିଣ ବଙ୍ଗୋପସାଗର ଓ ଶ୍ରୀଲଙ୍କା ଉପରେ ରହିଛି। ଏହାର ପ୍ରଭାବରେ ଆସନ୍ତା ୫ ଦିନ ଯାଏ ଦକ୍ଷିଣ ଭାରତରେ ବର୍ଷା ଓ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଶ୍ରୀ ମହାପାତ୍ର ଆକଳନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story