ପ୍ରକାଶ ପାଇଲା ଜେଇଇ-ମେନ୍ସ ଫଳାଫଳ, ବାଜି ମାରିଲା ତେଲେଙ୍ଗାନା

ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଅନ୍ତ ଘଟିଛି । ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ଶୁକ୍ରବାର ରାତି ଜେଇଇ-ମେନ୍ସ ଫଳାଫଳ ଘୋଷଣା କରିଛି । ୨୪ ପରୀକ୍ଷାର୍ଥୀ ପେପର୍-୧ରେ ଶତ ପ୍ରତିଶତ ସ୍କୋର୍ କରିଛନ୍ତି । ଜାନୁୟାରୀ ଏବଂ ସେପ୍ଟେମ୍ୱର ପର୍ଯ୍ୟାୟର ଫଳାଫଳ ଏବଂ ମେରିଟ୍ ଲିଷ୍ଟ ଏନଟିଏ ଘୋଷଣା କରିଛି । ସୂଚନାଯୋଗ୍ୟ, ଟପ୍ ୨୪ ତାଲିକାରେ ତେଲେଙ୍ଗାନାର ୮ଜଣ ପରୀକ୍ଷାର୍ଥୀ ଥିବାବେଳେ ଦିଲ୍ଲୀର ୫ଜଣ, ରାଜସ୍ଥାନର ୪ଜଣ, ଆନ୍ଧ୍ରପ୍ରଦେଶର ୩ ଜଣ, […]

results

results

Pragnya Choudhury
  • Published: Saturday, 12 September 2020
  • Updated: 12 September 2020, 02:23 AM IST

Sports

Latest News

ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଅନ୍ତ ଘଟିଛି । ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ଶୁକ୍ରବାର ରାତି ଜେଇଇ-ମେନ୍ସ ଫଳାଫଳ ଘୋଷଣା କରିଛି । ୨୪ ପରୀକ୍ଷାର୍ଥୀ ପେପର୍-୧ରେ ଶତ ପ୍ରତିଶତ ସ୍କୋର୍ କରିଛନ୍ତି । ଜାନୁୟାରୀ ଏବଂ ସେପ୍ଟେମ୍ୱର ପର୍ଯ୍ୟାୟର ଫଳାଫଳ ଏବଂ ମେରିଟ୍ ଲିଷ୍ଟ ଏନଟିଏ ଘୋଷଣା କରିଛି ।

ସୂଚନାଯୋଗ୍ୟ, ଟପ୍ ୨୪ ତାଲିକାରେ ତେଲେଙ୍ଗାନାର ୮ଜଣ ପରୀକ୍ଷାର୍ଥୀ ଥିବାବେଳେ ଦିଲ୍ଲୀର ୫ଜଣ, ରାଜସ୍ଥାନର ୪ଜଣ, ଆନ୍ଧ୍ରପ୍ରଦେଶର ୩ ଜଣ, ହରିୟାଣାର ୨ଜଣ ଏବଂ ଗୁଜରାଟ୍ ଓ ମହାରାଷ୍ଟ୍ରରୁ ଜଣେ ଲେଖାଏ ପରୀକ୍ଷାର୍ଥୀ ରହିଛନ୍ତି ।

ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ଲାଗି ଉଦ୍ଦିଷ୍ଟ ଜେଇଇ-ମେନ୍ସ ଚଳିତବର୍ଷ କୋଭିଡ୍ ସଙ୍କଟ ଓ କଟକଣା ମଧ୍ୟରେ ଜାନୁୟାରୀ ଏବଂ ସେପ୍ଟେମ୍ୱର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହୋଇଥିଲା । ତେବେ ଜେଇଇ-ମେନ୍ସ ପେପର୍-୧ ଏବଂ ପେପର୍-୨ ଫଳାଫଳ ଅନୁଯାୟୀ ୨.୪୫ ଲକ୍ଷ ପରୀକ୍ଷାର୍ଥୀ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ତେବେ ସେପ୍ଟେମ୍ୱର ୨୭ରେ ଜେଇଇ ଆଡଭାନ୍ସଡ୍ ଅନୁଷ୍ଠିତ ହେବ ବୋଲି ଏନଟିଏ ପୂର୍ବରୁ ଘୋଷଣା କରିସାରିଛି ।

ପ୍ରକାଶଯୋଗ୍ୟ, ଦେଶରେ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଦୁଇ ଦୁଇଥର ପରୀକ୍ଷା ସ୍ଥଗିତ କରାଯାଇଥିଲା । ପରେ ଅନେକ ବିରୋଧ ଭିତରେ ଏନଟିଏ ସେପ୍ଟେମ୍ୱରରେ ଜେଇଇ-ମେନ୍ସ ଆୟୋଜିତ କରିଥିଲା । ଏହା ଏକ କମ୍ପ୍ୟୁଟର ବେସଡ୍ ପରୀକ୍ଷା ହୋଇଥିବାବେଳେ ଏଥର ୮ ଲକ୍ଷରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story