ବୈଠକ ରଦ୍ଦ ହେବାପରେ ବିଷ ଓଗାଳିଲେ ଇମ୍ରାନ୍‌

ଇସ୍‌ଲାମାବାଦ୍‌: ଭାରତ ପାକିସ୍ତାନ ସହ ପ୍ରସ୍ତାବିତ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ରଦ୍ଦ କରିବା ପରେ ଇମ୍ରାନ୍‌ ଖାନ୍‌ ଏବେ ବିଷ ଓଗାଳିବା ଆରମ୍ଭ କରିଛନ୍ତି। ସେ ଭାରତର ତୀବ୍ର ସମାଲୋଚନା କରିବା ସହ ନୂଆଦିଲ୍ଲୀରେ କ୍ଷୁଦ୍ରବୁଦ୍ଧିସମ୍ପନ୍ନ ତଥା ଦୂରଦୃଷ୍ଟିରହିତ ବ୍ୟକ୍ତିବିଶେଷମାନେ ରହିଥିବା କହିଛନ୍ତି। ଟ୍ୱିଟ୍‌ କରି ଇମ୍ରାନ୍‌ କହିଛନ୍ତି, “ମୁଁ ଶାନ୍ତି ପାଇଁ ଭାରତ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲି। କିନ୍ତୁ ‘ଅହଂକାରୀ’ ଭାରତ ଏହାକୁ ଅଗ୍ରାହ୍ୟ କରିବା ନିଶ୍ଚିତ ପରିତାପର ବିଷୟ। କିନ୍ତୁ ମୋ […]

as13

as13

Hemant Lenka
  • Published: Saturday, 22 September 2018
  • Updated: 22 September 2018, 12:32 PM IST

Sports

Latest News

ଇସ୍‌ଲାମାବାଦ୍‌: ଭାରତ ପାକିସ୍ତାନ ସହ ପ୍ରସ୍ତାବିତ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ରଦ୍ଦ କରିବା ପରେ ଇମ୍ରାନ୍‌ ଖାନ୍‌ ଏବେ ବିଷ ଓଗାଳିବା ଆରମ୍ଭ କରିଛନ୍ତି। ସେ ଭାରତର ତୀବ୍ର ସମାଲୋଚନା କରିବା ସହ ନୂଆଦିଲ୍ଲୀରେ କ୍ଷୁଦ୍ରବୁଦ୍ଧିସମ୍ପନ୍ନ ତଥା ଦୂରଦୃଷ୍ଟିରହିତ ବ୍ୟକ୍ତିବିଶେଷମାନେ ରହିଥିବା କହିଛନ୍ତି।

ଟ୍ୱିଟ୍‌ କରି ଇମ୍ରାନ୍‌ କହିଛନ୍ତି, “ମୁଁ ଶାନ୍ତି ପାଇଁ ଭାରତ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲି। କିନ୍ତୁ 'ଅହଂକାରୀ' ଭାରତ ଏହାକୁ ଅଗ୍ରାହ୍ୟ କରିବା ନିଶ୍ଚିତ ପରିତାପର ବିଷୟ। କିନ୍ତୁ ମୋ ଜୀବଦ୍ଦଶା ମଧ୍ୟରେ ଏମିତି ଅନେକ ଲୋକଙ୍କୁ ଭେଟିଛି, ଯେଉଁମାନେ କ୍ଷୁଦ୍ରବୁଦ୍ଧିସମ୍ପନ୍ନ ହୋଇଥିଲେ ହେଁ ବଡ଼ ଅଫିସ୍‌ ସମ୍ଭାଳୁଥିବାରୁ ଗର୍ବ କରନ୍ତି। ସେମାନଙ୍କ ପାଖରେ ଦୂରଦୃଷ୍ଟିର ଅଭାବ ରହିଥାଏ। ସେମାନେ ଭବିଷ୍ୟତର ସୌନ୍ଦର୍ଯ୍ୟକୁ ଦେଖିପାରନ୍ତି ନାହିଁ। ଭାରତ ସେହି ଶ୍ରେଣୀଭୁକ୍ତ।”

ଭାରତ-ପାକ୍‌ ପୁଣିଥରେ ଆଲୋଚନା କରିବାକୁ ଆସିବା ଦରକାର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇମ୍ରାନ୍‌ ଖାନ୍‌ ଚିଠି ଲେଖି ଅନୁରୋଧ କରିଥିଲେ। ଏହି ଅନୁରୋଧକୁ ରକ୍ଷା କରି ଭାରତ ସରକାର ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ନ୍ୟୁୱର୍କରେ ଆୟୋଜିତ ହେବାକୁ ଥିବା ଜାତିସଂଘ ବୈଠକର ସାଇଡ୍‌ ଲାଇନ୍‌ରେ ପରସ୍ପର ସହ ଆଲୋଚନା କରିବେ ବୋଲି ମଧ୍ୟ ସୂଚନା ଦେଇଥିଲେ।

କିନ୍ତୁ ଶୁକ୍ରବାର ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ୩ ଜଣ ପୁଲିସ୍‌ କର୍ମଚାରୀଙ୍କୁ ଅପହରଣ କରି ହତ୍ୟା କରିବା ପରେ ଭାରତ ଏହି ପ୍ରସ୍ତାବିତ ବୈଠକକୁ ରଦ୍ଦ କରିଥିଲା। ଏକପକ୍ଷରେ ଇମ୍ରାନ ଶାନ୍ତି ପ୍ରତିଷ୍ଠା କଥା କହୁଥିବା ବେଳେ ତାଙ୍କୁ ନିୟନ୍ତ୍ରଣରେ ରଖିଥିବା ପାକ୍ ସେନା କାଶ୍ମୀରରେ ଆତଙ୍କବାଦୀଙ୍କ ଜରିଆରେ ବିଭୀଷିକା ରଚୁଥିବାରୁ ପ୍ରସ୍ତାବିତ ବୈଠକ ବିରୋଧରେ ଦେଶବ୍ୟାପୀ ଜନମତ ସୃଷ୍ଟି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story