ପଞ୍ଚାୟତ ନିର୍ବାଚନ ଭଣ୍ଡୁର ଉଦ୍ୟମ, ୨ ଏନ୍‌ସି କର୍ମୀଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର: ପୁଣି ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ଆକ୍ରମଣ କରିଛି ପାକିସ୍ତାନ। ଗଣତାନ୍ତ୍ରିକ ପ୍ରକ୍ରିୟା ଅର୍ଥାତ ଜମ୍ମୁ-କଶ୍ମୀର ପଞ୍ଚାୟତ ନିର୍ବାଚନ ପୂର୍ବରୁ ଲୋକଙ୍କୁ ଭୟଭୀତ କରିବା ପାଇଁ ଆଜି ପାକ୍‌ ପ୍ରାୟୋଜିତ ଆତଙ୍କବାଦୀମାନେ ଗୁଳିମାଡ଼ କରିଛନ୍ତି। ଏଥିରେ ଦୁଇ ଜଣ ନ୍ୟାଶନାଲ୍‌ କନଫରେନ୍ସ (ଏନ୍‌ସି) କର୍ମୀ ନିହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଶ୍ରୀନଗରର ପୁରୁଣା ସହର କାର‍ଫାଲି ମୋହଲ୍ଲାରେ ଏଭଳି ଆକ୍ରମଣ ହୋଇଛି। ଆକ୍ରମଣ ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସମଗ୍ର […]

r

r

Hemant Lenka
  • Published: Friday, 05 October 2018
  • Updated: 05 October 2018, 06:18 PM IST

Sports

Latest News

ଶ୍ରୀନଗର: ପୁଣି ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ଆକ୍ରମଣ କରିଛି ପାକିସ୍ତାନ। ଗଣତାନ୍ତ୍ରିକ ପ୍ରକ୍ରିୟା ଅର୍ଥାତ ଜମ୍ମୁ-କଶ୍ମୀର ପଞ୍ଚାୟତ ନିର୍ବାଚନ ପୂର୍ବରୁ ଲୋକଙ୍କୁ ଭୟଭୀତ କରିବା ପାଇଁ ଆଜି ପାକ୍‌ ପ୍ରାୟୋଜିତ ଆତଙ୍କବାଦୀମାନେ ଗୁଳିମାଡ଼ କରିଛନ୍ତି। ଏଥିରେ ଦୁଇ ଜଣ ନ୍ୟାଶନାଲ୍‌ କନଫରେନ୍ସ (ଏନ୍‌ସି) କର୍ମୀ ନିହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ଶ୍ରୀନଗରର ପୁରୁଣା ସହର କାର‍ଫାଲି ମୋହଲ୍ଲାରେ ଏଭଳି ଆକ୍ରମଣ ହୋଇଛି। ଆକ୍ରମଣ ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରାଯାଇଛି।
ଏନ୍‌ସିର କିଛି କର୍ମୀ ୩ ଦିନ ପରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରସ୍ତୁତି ପାଇଁ କାନିକାଡଲ୍‌ଠାରେ ଏକାଠି ହୋଇଥିବା ବେଳେ ୨ ଜଣ ବନ୍ଧୁକଧାରୀ ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏଥିରେ ନାଜିର ଅହମ୍ମଦ, ମୁସ୍ତାକ ଅହମ୍ମଦ ଓ ଶକୀଲ ଅହମ୍ମଦ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ହସ୍ପିଟାଲ୍‌ ନିଆଯାଇଥିଲେ ହେଁ ସେଠାରେ ନାଜିର ଓ ମୁସ୍ତାକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏବେ ବି ଶକୀଲଙ୍କ ଅବସ୍ଥା ସଙ୍କାଟାପନ୍ନ ରହିଛି। ଏମାନେ ଏନସିର କର୍ମୀ ହୋଇଥିବା କୁହାଯାଉଥିଲେ ହେଁ ଦଳ ପକ୍ଷରୁ ଏଯାଏ କିଛି ବି ସ୍ପଷ୍ଟ କରାଯାଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story