ପାକିସ୍ତାନ ଆକାଶରେ ଉଡ଼ିବନି ମୋଦିଙ୍କ ବିମାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ ଆମେରିକା ଗସ୍ତରେ ପାକିସ୍ତାନ ଆକାଶମାର୍ଗରେ ବିମାନ ଉଡ଼ାଣ ଭରିବା ପାଇଁ କରଯାଇଥିବା ଅନୁରୋଧକୁ ପାକିସ୍ତାନ ମନା ପରିଦେଇଛି। ଆସନ୍ତା ୨୧-୨୭ ମୋଦି ଆମେରିକା ଗସ୍ତ କରିବାକୁ ଥିବାରୁ ଆଜି ପାକିସ୍ତାନକୁ ଅନୁମତି ଦେବାକୁ ଅନୁରୋଧ କରାଯାଇଥିଲା। କିନ୍ତୁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି କହିଛନ୍ତି, ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନକୁ ପାକିସ୍ତାନ ଆକାଶରେ ଉଡ଼ିବାକୁ ଦିଆଯିବ ନାହିଁ। ଏହାପୂର୍ବରୁ ଭାରତ ପକ୍ଷରୁ ଅନୁରୋଧ କରାଯିବା ପରେ […]

modi

modi

Subrat Kumar Nayak
  • Published: Wednesday, 18 September 2019
  • Updated: 18 September 2019, 09:04 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ ଆମେରିକା ଗସ୍ତରେ ପାକିସ୍ତାନ ଆକାଶମାର୍ଗରେ ବିମାନ ଉଡ଼ାଣ ଭରିବା ପାଇଁ କରଯାଇଥିବା ଅନୁରୋଧକୁ ପାକିସ୍ତାନ ମନା ପରିଦେଇଛି। ଆସନ୍ତା ୨୧-୨୭ ମୋଦି ଆମେରିକା ଗସ୍ତ କରିବାକୁ ଥିବାରୁ ଆଜି ପାକିସ୍ତାନକୁ ଅନୁମତି ଦେବାକୁ ଅନୁରୋଧ କରାଯାଇଥିଲା।

କିନ୍ତୁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି କହିଛନ୍ତି, ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନକୁ ପାକିସ୍ତାନ ଆକାଶରେ ଉଡ଼ିବାକୁ ଦିଆଯିବ ନାହିଁ। ଏହାପୂର୍ବରୁ ଭାରତ ପକ୍ଷରୁ ଅନୁରୋଧ କରାଯିବା ପରେ ପାକିସ୍ତାନ ପକ୍ଷରୁ କୁହାଯାଇଥିଲା ଆମେ ପରାମର୍ଶ କରିବା ପରେ ଏନେଇ ଘୋଷଣା କରିବୁ। ବର୍ତ୍ତମାନ ଏହି ଉଡ଼ାଣ ନେଇ ପାକିସ୍ତାନ ପଟୁ ସ୍ପଷ୍ଟ ସୂଚନା ଆସି ସାରିଛି।

ଏହା ପୂର୍ବରୁ ଏକ ମାସ ତଳେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦେଶ ଗସ୍ତ ଅବସରରେ ମଧ୍ୟ ପାକିସ୍ତାନ ଏହାର ଆକାଶ ମାର୍ଗରେ ଉଡ଼ାଣ ପାଇଁ ମନା କରିଥିଲା। ଚଳିତ ବର୍ଷ ଫେବୃଆରୀରେ ବାଲାକୋଟ୍‌ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ କ୍ୟାମ୍ପ ଉପରେ ଭାରତ ଏୟାର ଷ୍ଟ୍ରାଇକ୍‌ କରିବା ପରଠାରୁ ପାକିସ୍ତାନ ଭାରତ ପାଇଁ ଆକାଶମାର୍ଗ ବନ୍ଦ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story