ପାକିସ୍ତାନକୁ ଅତ୍ୟାଧୁନିକ ଡ୍ରୋନ୍ ଦେବ ଚାଇନା

ନୂଆଦିଲ୍ଲୀ: ଭାରତ ସୀମା ଉପରେ କଡ଼ା ନଜର ରଖିବା ପାଇଁ ପାକିସ୍ତାନ ଚାଇନା ପାଖରୁ ଅତ୍ୟାଧୁନିକ ଡ୍ରୋନ କିଣିବ। ଚାଇନା ଦ୍ବାରା ନିର୍ମିତ ଅନମ୍ୟାନଡ ଏରିଆଲ ଭେଇକିଲ(ୟୁଏଭି) କିଣିବ। ଏହି ଡ୍ରୋନର ନାମ ରେନବୋ ସିଏଚ-୪ ଏବଂ ସିଏଚ-୫ ରହିଛି। ଜାତିସଂଘରେ ମାସୁଦ ଆଝାରକୁ ଆତଙ୍କବାଦୀ ଘୋଷଣା ଦାବିକୁ ଚାଇନା ଗ୍ରହଣ କରି ନଥିଲା। ଏବେ ଭାରତ ଉପରେ ନଜର ରଖିବା ପାଇଁ ଏପରି ଡ୍ରୋନ ପାକିସ୍ତାନକୁ ବିକ୍ରି କରିବା ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି। […]

drones

drones

Subhransu Sekhar
  • Published: Wednesday, 20 March 2019
  • Updated: 20 March 2019, 08:58 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ସୀମା ଉପରେ କଡ଼ା ନଜର ରଖିବା ପାଇଁ ପାକିସ୍ତାନ ଚାଇନା ପାଖରୁ ଅତ୍ୟାଧୁନିକ ଡ୍ରୋନ କିଣିବ। ଚାଇନା ଦ୍ବାରା ନିର୍ମିତ ଅନମ୍ୟାନଡ ଏରିଆଲ ଭେଇକିଲ(ୟୁଏଭି) କିଣିବ। ଏହି ଡ୍ରୋନର ନାମ ରେନବୋ ସିଏଚ-୪ ଏବଂ ସିଏଚ-୫ ରହିଛି। ଜାତିସଂଘରେ ମାସୁଦ ଆଝାରକୁ ଆତଙ୍କବାଦୀ ଘୋଷଣା ଦାବିକୁ ଚାଇନା ଗ୍ରହଣ କରି ନଥିଲା। ଏବେ ଭାରତ ଉପରେ ନଜର ରଖିବା ପାଇଁ ଏପରି ଡ୍ରୋନ ପାକିସ୍ତାନକୁ ବିକ୍ରି କରିବା ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି।

ଏହି ଡ୍ରୋନ କେବଳ ଶତ୍ରୁଙ୍କ ଉପରେ ନଜର ରଖିବ ନାହିଁ, ବରଂ ଅସ୍ତ୍ରଶସ୍ତ୍ର ମଧ୍ୟ ନେଇ ଯାଇପାରିବ ବୋଲି ଜଣାପଡ଼ିଛି। ୨୦୧୪ରେ ଚାଇନା ଏରୋସ୍ପେଶ ସାଇନ୍ସ ଆଣ୍ଡ ଟେକ୍ନୋଲଜି କର୍ପୋରେସନ ଏପରି ଅତ୍ୟାଧୁନିକ ଡ୍ରୋନ ତିଆରି କରିଛି। ସିଏଚ-୪ ଡ୍ରୋନ ପାଖାପାଖି ୪୦୦ କିଲୋଗ୍ରାମ ଓଜନର ବୋମା ନେଇ ଉଡ଼ିପାରିବା ସହ ଠିକଣାସ୍ଥାନରେ ବୋମା ପକାଇପାରିବ ବୋଲି ଜଣାପଡ଼ିଛି। Militaryfactory.com ୱେବସାଇଟ୍ ଅନୁଯାୟୀ ଆମେରିକା, ଚାଇନା, ଇଜିପ୍ଟ, ଇରାକ ଏବଂ ସାଉଦି ଆରବ ଏପରି ଡ୍ରୋନ ବ୍ୟବହାର କରୁଛନ୍ତି।

ସିଏଚ-୪ ଡ୍ରୋନ ପାଖାପାଖି ୪୦ ଘଣ୍ଟା ଉଡ଼ିପାରିବାର କ୍ଷମତା ରଖିଥିବା ବେଳେ ୫ ହଜାର ବର୍ଗ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ନିଜ ଲେନ୍ସ ଜରିଆରେ ନିରୀକ୍ଷଣ କରିପାରିବ ବୋଲି ଜଣାପଡ଼ିଛି। ଆମେରିକାର ଏମକ୍ଯୁ ୯ ରିପରକୁ ଦେଖି ଏପରି ଡ୍ରୋନ ଚୀନ ନିର୍ମାଣ କରିଥିବା ଜଣାପଡ଼ିଛି।

ସେହିପରି ସିଏଚ-୫ ଡ୍ରୋନ ସିଏଚ-୪ଠୁ ଅଧିକ କ୍ଷମତାଶାଳୀ ବୋଲି ଜଣାପଡ଼ିଛି। ପାଖାପାଖି ୬୦ ଘଣ୍ଟା ଉଡ଼ିପାରିବାର କ୍ଷମତା ଥିବା ଏହି ଡ୍ରୋନ ୧୭ ହଜାର ଫୁଟ ଉଚ୍ଚରେ ଉଡ଼ିପାରିବ।

ତେବେ ଭାରତ ମଧ୍ୟ ଅତ୍ୟାଧୁନିକ ଡ୍ରୋନ ନିର୍ମାଣ ପାଇଁ ପ୍ରସ୍ତୁତି ଚଳାଇଛି। ଇସ୍ରାଏଲ ଠାରୁ ୫୪ ହାରୋପ ଆଟାକ ଡ୍ରୋନ ୧୦୦୦ଟି କିଣିବା ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ମଞ୍ଜୁରୀ ଦେଇଥିବା ଜଣାପଡ଼ିଛି। ଏହା ଶତ୍ରୁର ଟାର୍ଗେଟକୁ ନଷ୍ଟ କରିବା ପାଇଁ ଯଥେଷ୍ଟ ବୋଲି ଜଣାପଡ଼ିଛି। ଏଥିରେ ସେନସର ଲାଗିଥିବାରୁ ଏହାର ରାଡାର ସହ ସଂଯୋଗ ହୋଇପାରିବ। ପରିଣାମ ସ୍ବରୂପ ରାଡ଼ାର ସିଗନାଲ ଦେବା ମାତ୍ରେ ଏହି ଡ୍ରୋନ ତାର ଦକ୍ଷତା ଦେଖାଇପାରିବ। ତେବେ ଭାରତୀୟ ବାୟୁସେନା ପାଖରେ ନିଜସ୍ବ ଡ୍ରୋନ ରହିଛି ଯାହାର ନାମ ପି-୪ ରହିଛି।

ସୂଚନାଯୋଗ୍ୟ, ଆମେରିକା ପାଖରୁ ମଧ୍ୟ ଭାରତ ଡ୍ରୋନ କିଣିବାକୁ ଯାଉଛି। ଟ୍ରମ୍ପ ସରକାର ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିସାରିଥିବା ଜଣାପଡ଼ିଛି। ଏହି ଡ୍ରୋନର ନାମ ରହିଛି ଆଭେଞ୍ଜର।

ସୂଚନାଯୋଗ୍ୟ, ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିପକ୍ଷରେ ଏୟାର ଷ୍ଟ୍ରାଇକ କରିଥିଲା। ଏହାପରେ ଗୁଜରାଟ, ରାଜସ୍ଥାନ, କଶ୍ମୀର ଭଳି ରାଜ୍ୟର ସୀମାରେ ଅନେକ ପାକିସ୍ତାନୀ ଡ୍ରୋନ ଉଡ଼ୁଥିବାବେଳେ ଭାରତୀୟ ବାୟୁସେନା ସେଗୁଡ଼ିକୁ ଗୁଳି ମାଡ଼ କରି ଖସାଇଦେଇଥିଲା। ବାରମ୍ବାର ପାକିସ୍ତାନର ଡ୍ରୋନ ଭାରତ ଆଗରେ ଫେଲ୍ ମାରିବା ପରେ ଚୀନଠୁ ଅତ୍ୟାଧୁନିକ ସିଏଚ-୪ ଏବଂ ସିଏଚ-୫ ଡ୍ରୋନ କିଣିବ ବୋଲି ନିଷ୍ପତ୍ତି ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story