ପାଣ୍ଠି ହଡ଼ପ ମାମଲା: ମୁବାରକଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ

କାଏରୋ: ଦୁର୍ନୀତି ଅଭିଯୋଗରେ ଇଜିପ୍ଟର ପୂର୍ବତନ ରାଷ୍ଟ୍ରପତି ହୋସନୀ ମୁବାରକଙ୍କୁ ଶନିବାର ଏଠାକାର ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ତେବେ ସେ କାଟି ସାରିଥିବା ସଜା ମଧ୍ୟରେ ଏହା ଅନ୍ତର୍ଭୁକ୍ତ ହେବ ନା ନାହିଁ ସେ ନେଇ କୋର୍ଟ କିଛି ସ୍ପଷ୍ଟ କରି ନାହାନ୍ତି। ନିଜ ଶାସନ କାଳରେ ମୁବାରକ ଓ ତାଙ୍କର ଦୁଇ ପୁଅ ଦେଶର ରାଜକୋଷରୁ କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ […]

hosnimubarak

hosnimubarak

Rakesh Mallick
  • Published: Saturday, 09 May 2015
  • Updated: 04 May 2017, 03:45 PM IST

Sports

Latest News

କାଏରୋ: ଦୁର୍ନୀତି ଅଭିଯୋଗରେ ଇଜିପ୍ଟର ପୂର୍ବତନ ରାଷ୍ଟ୍ରପତି ହୋସନୀ ମୁବାରକଙ୍କୁ ଶନିବାର ଏଠାକାର ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ତେବେ ସେ କାଟି ସାରିଥିବା ସଜା ମଧ୍ୟରେ ଏହା ଅନ୍ତର୍ଭୁକ୍ତ ହେବ ନା ନାହିଁ ସେ ନେଇ କୋର୍ଟ କିଛି ସ୍ପଷ୍ଟ କରି ନାହାନ୍ତି। ନିଜ ଶାସନ କାଳରେ ମୁବାରକ ଓ ତାଙ୍କର ଦୁଇ ପୁଅ ଦେଶର ରାଜକୋଷରୁ କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଥିଲା।  ଏହି ଟଙ୍କା ରାଷ୍ଟ୍ରପତି ଭବନର ଉନ୍ନତିକରଣ ପାଇଁ ଉଦ୍ଦିଷ୍ଟ ଥିଲା। କିନ୍ତୁ ମୁବାରକ ଓ ତାଙ୍କର ପୁଅମାନେ ଏହି ଟଙ୍କାକୁ ନିଜ ଘରର ଉନ୍ନତିକରଣରେ ଲଗାଇ ଦେଇଥିଲେ। ଏହି ମାମଲାରେ ମୁବାରକ ତିନି ବର୍ଷ ଜେଲ ଓ ତାଙ୍କର ପୁଅମାନଙ୍କୁ ୪ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ପରେ ସେ ଏହା ବିରୁଦ୍ଧରେ ଅପିଲ୍ କରିଥିଲେ।

୨୦୧୧ ବିଦ୍ରୋହରେ ମୁବାରକଙ୍କୁ ଗାଦିଚ୍ୟୁତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story