ପଠାନକୋଟ ଏୟାରବେସରେ ଆତଙ୍କବାଦୀ ଆକ୍ରମଣ: ୫ ଆତଙ୍କୀ ମୃତ, ୩ ଯବାନ ସହିଦ

ପଠାନକୋଟ: ପଞ୍ଜାବର ପଠାନକୋଟ ଏୟାରବେସରେ ଶନିବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୩ ଜଣ ଯବାନ ସହିଦ ହୋଇଛନ୍ତି। ସେହିଭଳି ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ୫ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।  ଆଜି ଭୋରରୁ ଆତଙ୍କବାଦୀମାନେ ଏଠାରେ ଆକ୍ରମଣ କରିଥିଲେ। ସେନା ପୋଷାକ ପିନ୍ଧି ୬ରୁ ୭ ଆତଙ୍କବାଦୀମାନେ ଏୟାର ଫୋର୍ସ ଷ୍ଟେସନ ନିକଟରେ ପହଞ୍ଚିଥିଲେ । ସେଠାରେ ଥିବା ଏକ କୋଠାରେ ଲୁଚି ରହି ଏୟାରବେସ୍ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଏହାପରେ ସେନା ପକ୍ଷରୁ  ମଧ୍ୟ ପାଲଟା […]

pathankot-air

pathankot-air

Rakesh Mallick
  • Published: Saturday, 02 January 2016
  • Updated: 02 January 2016, 04:08 PM IST

Sports

Latest News

ପଠାନକୋଟ: ପଞ୍ଜାବର ପଠାନକୋଟ ଏୟାରବେସରେ ଶନିବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୩ ଜଣ ଯବାନ ସହିଦ ହୋଇଛନ୍ତି। ସେହିଭଳି ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ୫ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।  ଆଜି ଭୋରରୁ ଆତଙ୍କବାଦୀମାନେ ଏଠାରେ ଆକ୍ରମଣ କରିଥିଲେ। ସେନା ପୋଷାକ ପିନ୍ଧି ୬ରୁ ୭ ଆତଙ୍କବାଦୀମାନେ ଏୟାର ଫୋର୍ସ ଷ୍ଟେସନ ନିକଟରେ ପହଞ୍ଚିଥିଲେ । ସେଠାରେ ଥିବା ଏକ କୋଠାରେ ଲୁଚି ରହି ଏୟାରବେସ୍ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ।

ଏହାପରେ ସେନା ପକ୍ଷରୁ  ମଧ୍ୟ ପାଲଟା ଆକ୍ରମଣ କରାଯାଇଥିଲା । ପ୍ରାୟ ଛଅ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଗୁଳି ବିନିମୟ ଶେଷ ହୋଇଛି । ଆଉ କିଛି ଆତଙ୍କବାଦୀ ରହିଥିବା ସନ୍ଦେହରେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରିଦିଆଯାଇ ଖାନତଲାସି ଜାରି ରହିଛି । ଏନଏସଜି ଟିମ୍ ସହ ଯବାନଙ୍କୁ ସହାୟତା ପାଇଁ ହେଲିକପ୍ଟର ମଧ୍ୟ ମୁତୟନ କରାଯାଇଛି।

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ନିଜେ ଏହି ଅପରେସନର ତଦାରଖ କରୁଛନ୍ତି । ଏହି ଆକ୍ରମଣର ୧୨ ଘଣ୍ଟା ପୂର୍ବରୁ ସନ୍ଦିଗ୍ଧ ଆତଙ୍କବାଦୀ ଗୁରୁଦାସପୁରର ପୂର୍ବତନ ଏସପି ସଲୱିନ୍ଦର ସିଂହଙ୍କ ସହ ତାଙ୍କର ୨ଜଣ ସହଯୋଗୀଙ୍କୁ ପଠାନକୋଟ-ଜମ୍ମୁ ରୋଡରୁ ଅପହରଣ କରି କିଛି ସମୟ ପରେ ଛାଡିଦେଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ଦିଲ୍ଲୀ ଓ ପଞ୍ଜାବରେ ହାଇ ଆଲର୍ଟ ଜାରି କରାଯାଇଛି।

ଆତଙ୍କବାଦୀ ଆକ୍ରମଣ ପରେ ଆଜି ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡ଼କାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ମନୋହର ପାରିକର। ଏଥିରେ ସୁରକ୍ଷା ଅଧିକାରୀମାନେ ଯୋଗଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story