ଅଦ୍ୟତନ ହୋଇଛି
Dharmendra-pradhan
Advertisment
ଭୁବନେଶ୍ୱର:ଡଲାର ତୁଳନାରେ ଭାରତୀୟ ଟଙ୍କ।ର ଅବମୂଲ୍ୟାୟନ ଦେଶର ଅର୍ଥନୀତି ସହ ତୈଳ ବଜାର ଉପରେ ପଡିଛି। ଗୋଟିଏ ପଟେ ଟଙ୍କ। ମୁଲ୍ୟ ହ୍ରାସ ଓ ଅନ୍ୟ ପଟେ କ୍ରୁଡ ଅଏଲର ଦାମ ବୃଦ୍ଦି ଯୋଗୁ ପେଟ୍ରୋଲ ଓ ଡିଜେଲ ଦର ବଢିପାରେ। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି କିଛି ଦିନ ଦିନ ଧରି କ୍ରୁଡ ଅଏଲର ଦାମ ୫୨ ଡଲାରରୁ ବଢି ୬୮ ଡଲାରରେ ପହଁଞ୍ଚିବା ପରେ ଏବେସାମାନ୍ୟ କମି ୬୫ ଡଲାରରେ ଅଛି। ତେବେ ଏହାର ପ୍ରଭାବ ତୈଳ ବଜାର ଉପରେ ପଡୁଛି ବୋଲି ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/05/Dharmendra-pradhan-PTI.jpg)