'ଦଳୀୟ କର୍ମକର୍ତ୍ତା ଏବଂ ଦେଶବାସୀଙ୍କ ପାଇଁ ଆଡଭାନୀ ପ୍ରତ୍ୟକ୍ଷ ପ୍ରେରଣା'

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ଆଜି ହେଉଛି 93ତମ ଜନ୍ମଦିନ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ଆଡଭାନୀଙ୍କୁ ଦଳୀୟ କର୍ମକର୍ତ୍ତା ତଥା ଦେଶବାସୀଙ୍କ ପାଇଁ ପ୍ରତ୍ୟକ୍ଷ ପ୍ରେରଣା ବୋଲି କହିଛନ୍ତି। ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୋଦି। ସେ ଲେଖିଛନ୍ତି, “ବିଜେପିକୁ ପ୍ରତି ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଦେଶର ବିକାଶରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ଶ୍ରଦ୍ଧେୟ ଆଡଭାନୀଜୀଙ୍କୁ ଜନ୍ମଦିନର […]

modi

modi

Pragnya Choudhury
  • Published: Sunday, 08 November 2020
  • Updated: 08 November 2020, 11:31 AM IST

Sports

Latest News

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ଆଜି ହେଉଛି 93ତମ ଜନ୍ମଦିନ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ଆଡଭାନୀଙ୍କୁ ଦଳୀୟ କର୍ମକର୍ତ୍ତା ତଥା ଦେଶବାସୀଙ୍କ ପାଇଁ ପ୍ରତ୍ୟକ୍ଷ ପ୍ରେରଣା ବୋଲି କହିଛନ୍ତି।

ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୋଦି। ସେ ଲେଖିଛନ୍ତି, "ବିଜେପିକୁ ପ୍ରତି ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଦେଶର ବିକାଶରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ଶ୍ରଦ୍ଧେୟ ଆଡଭାନୀଜୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। ସେ ପାର୍ଟିର କୋଟି କୋଟି କର୍ମକର୍ତ୍ତାଙ୍କ ସମେତ ଦେଶବାସୀଙ୍କ ପାଇଁ ମଧ୍ୟ ପ୍ରତ୍ୟକ୍ଷ ପ୍ରେରଣାର ଉତ୍ସ। ମୁଁ ତାଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରୁଛି।"

ସୂଚନାଯୋଗ୍ୟ, ଭାରତୀୟ ରାଜନୀତିରେ ଭାରତୀୟ ଜନତା ପାର୍ଟିର ଏକ ପ୍ରମୁଖ ଶକ୍ତି ଏବଂ ସଶକ୍ତ ହିନ୍ଦୁ ନେତା ଭାବେ ଲାଲକୃଷ୍ଣ ଆଡଭାନୀ ଖୁବ୍ ଲୋକପ୍ରିୟ। ଅଦ୍ୱିତୀୟ ରାଜନୀତିଜ୍ଞ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସହ ତାଙ୍କ ଯୋଡ଼ି ବିଜେପିକୁ ଶୀର୍ଷରେ ପହଞ୍ଚାଇପାରିଥିଲା। କେନ୍ଦ୍ରରେ ବାଜପେୟୀ ସରକାର ଥିବା ସମୟରେ ଉପପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ଦାୟିତ୍ୱରେ ଥିଲେ। ରାମ ମନ୍ଦିର ନିର୍ମାଣ ଅଭିଯାନର ସେ ଥିଲେ ପୁରୋଧା, ଯାହା ମୋଦି ସରକାରଙ୍କ ଅମଳରେ ସଫଳ ହୋଇପାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story