ପୁଲୱାମା ଆକ୍ରମଣକୁ ବିରୋଧ: ଆମେରିକାରେ ରାସ୍ତାକୁ ଓହ୍ଲାଇଲେ ଭାରତୀୟ

ନ୍ୟୁୟର୍କ: ଗତ ୧୪ ତାରିଖରେ ପୁଲୱାମାରେ ସିଆରପିଏଫ୍‌ର ୪୦ ଜଣ ଯବାନ ସହିଦ ହେବା ଘଟଣାକୁ ନେଇ ପୂରା ଦେଶରେ ବିରୋଧ ପ୍ରଦର୍ଶନ ହେଉଛି। କେବଳ ଭାରତ ନୁହେଁ ବିଦେଶରେ ରହୁଥିବା ଭାରତୀୟମାନଙ୍କୁ ମଧ୍ୟ ଏହି ଆକ୍ରମଣ ଦୋହଲାଇ ଦେଇଛି। ଯାହାକୁ ଏଠାରେ ରହୁଥିବା ଭାରତୀୟ ବଂଶୋଦ୍ଭବମାନେ ବିରୋଧ କରିଛନ୍ତି। ଆମେରିକାର ନ୍ୟୁ ଜର୍ସି, ନ୍ୟୁୟର୍କ ଓ ଶିକାଗୋରେ ଭାରତୀୟମାନେ ଘଟଣାକୁ ନନ୍ଦା କରିବା ସହ ବିରୋଧ ପ୍ରଦର୍ଶନ କରିଛନ୍ତି। ଆମେରିକାରେ ଥିବା ପାକିସ୍ତାନ ଦୂତାବାସ ସମ୍ମୁଖରେ […]

indian

indian

Rakesh Mallick
  • Published: Saturday, 23 February 2019
  • Updated: 23 February 2019, 09:38 AM IST

Sports

Latest News

ନ୍ୟୁୟର୍କ: ଗତ ୧୪ ତାରିଖରେ ପୁଲୱାମାରେ ସିଆରପିଏଫ୍‌ର ୪୦ ଜଣ ଯବାନ ସହିଦ ହେବା ଘଟଣାକୁ ନେଇ ପୂରା ଦେଶରେ ବିରୋଧ ପ୍ରଦର୍ଶନ ହେଉଛି। କେବଳ ଭାରତ ନୁହେଁ ବିଦେଶରେ ରହୁଥିବା ଭାରତୀୟମାନଙ୍କୁ ମଧ୍ୟ ଏହି ଆକ୍ରମଣ ଦୋହଲାଇ ଦେଇଛି। ଯାହାକୁ ଏଠାରେ ରହୁଥିବା ଭାରତୀୟ ବଂଶୋଦ୍ଭବମାନେ ବିରୋଧ କରିଛନ୍ତି। ଆମେରିକାର ନ୍ୟୁ ଜର୍ସି, ନ୍ୟୁୟର୍କ ଓ ଶିକାଗୋରେ ଭାରତୀୟମାନେ ଘଟଣାକୁ ନନ୍ଦା କରିବା ସହ ବିରୋଧ ପ୍ରଦର୍ଶନ କରିଛନ୍ତି।

ଆମେରିକାରେ ଥିବା ପାକିସ୍ତାନ ଦୂତାବାସ ସମ୍ମୁଖରେ ଭାରତୀୟମାନେ ଏକାଠି ହୋଇ ପାକିସ୍ତାନ ବିରୋଧରେ ସ୍ଲୋଗାନ ଦେଇଛନ୍ତି।

indianଏହାବାଦ ଆମେରିକାର ବିଭିନ୍ନ ସହରରେ ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ସେମାନଙ୍କ ପରିବାରକୁ ସମବେଦନା ଜଣାଇ ଶୋକସଭାର ଆୟୋଜନ କରାଯାଇଛି।

ବିରୋଧ ପ୍ରଦର୍ଶନ କରୁଥିବା ଲୋକଙ୍କ ହାତରେ ପାକିସ୍ତାନ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି। ଏଥିରେ ପାକିସ୍ତାନକୁ ଆତଙ୍କବାଦୀ ସୃଷ୍ଟି କରୁଥିବା ଦେଶ ବୋଲି ଉଲ୍ଲେଖ କରାଯାଇଛି। ଏହାସହ ଏହି ଆତଙ୍କୀ ଆକ୍ରମଣ କରିଥିବା ଜୈଶ-ଏ-ମହମ୍ମଦ ବିରୋଧରେ ମଧ୍ୟ ପୋଷ୍ଟର ପ୍ରଦର୍ଶନ କରାଯାଇଛି।

ଆନ୍ଦୋଳନକାରୀମାନେ ବିକ୍ଷୋଭ କରିବା ସହ ଜୈଶ ଓ ଅନ୍ୟ ଆତଙ୍କୀ ସଂଗଠନ ବିରୋଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

indianଶିକାଗୋରେ ଥିବା ୯/୧୧ ସ୍ମାରକୀ ପାଖରେ ଶହ ଶହ ସଂଖ୍ୟାରେ ଭାରତୀୟ ଏକାଠି ହୋଇ ଘଟଣାକୁ ନିନ୍ଦା କରିଛନ୍ତି। ଏହାସହ ଏହି ଆକ୍ରମଣ ପଛରେ ଥିବା ଆତଙ୍କୀଙ୍କ ବିରୋଧରେ ଭାରତ ସହ ଆମେରିକା ଛିଡା ହେବାକୁ ଅପିଲ୍‌ କରିଛନ୍ତି।

କେବଳ ନ୍ୟୁ ଜର୍ସି, ନ୍ୟୁୟର୍କ ଓ ଶିକାଗୋ ନୁହେଁ ୱାସିଂଟନ ଡିସି, ସିଲିକନ୍‌ ଭ୍ୟାଲି, ଲସ୍‌ ଆଞ୍ଜେଲ୍ସ, ଡେଟ୍ରୋଇଟ୍‌, ହୁସ୍‌ଟୋନ୍‌ ଓ ଫିନେକ୍ସରେ ମଧ୍ୟ ଭାରତୀୟମାନେ ଶହ ଶହ ସଂଖ୍ୟାରେ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story