Advertisment

ପୁଣି ତେଜିଲା ପୋଲାଭରମ ବିରୋଧୀ ଆଂଦୋଳନ

ରାୟପୁର: ପୋଲାଭରମ ପ୍ରକଳ୍ପ ବିରୋଧୀ ଆଂଦୋଳନପୁଣି ତେଜିଛି। ଛତିଶଗଡ଼ର ୮ ଜଣ ବିଧାୟକଙ୍କ ନେତୃତ୍ୱରେ ସୁକୁମାର କୋଣ୍ଟାଠାରେ ଏକ ବିଶାଳ ଜନସମାବେଶ ହୋଇଥିଲା। ଏଥିରେ ତେଲେଙ୍ଗାନା, ଛତିଶଗଡ଼ ଓ ଓଡ଼ିଶାର ଶହ ଶହ ଲୋକ ଏକତ୍ରିତ ହୋଇ ପ୍ରକଳ୍ପ କରାଇ ନ ଦେବା ପାଇଁ ଶପଥ ନେଇଥିଲେ। ଛତିଶଗଡ଼ ଆଦିବାସୀ ସଂଘ ଓ କଂଗ୍ରେସ ପକ୍ଷରୁ ସୁକୁମାର କୋଣ୍ଟାଠାରେ ଆୟୋଜିତ ହୋଇଥିଲା ଏହି ସମାବେଶ। ଏହି ପ୍ରକଳ୍ପ ହେଲେ ତିନୋଟି ରାଜ୍ୟର ଶହ ଶହ ଗ୍ରାମ ଜଳମଗ୍ନ […]

ପୁଣି ତେଜିଲା ପୋଲାଭରମ ବିରୋଧୀ ଆଂଦୋଳନ

polavaram

Advertisment

ରାୟପୁର: ପୋଲାଭରମ ପ୍ରକଳ୍ପ ବିରୋଧୀ ଆଂଦୋଳନପୁଣି ତେଜିଛି। ଛତିଶଗଡ଼ର ୮ ଜଣ ବିଧାୟକଙ୍କ ନେତୃତ୍ୱରେ ସୁକୁମାର କୋଣ୍ଟାଠାରେ ଏକ ବିଶାଳ ଜନସମାବେଶ ହୋଇଥିଲା। ଏଥିରେ ତେଲେଙ୍ଗାନା, ଛତିଶଗଡ଼ ଓ ଓଡ଼ିଶାର ଶହ ଶହ ଲୋକ ଏକତ୍ରିତ ହୋଇ ପ୍ରକଳ୍ପ କରାଇ ନ ଦେବା ପାଇଁ ଶପଥ ନେଇଥିଲେ। ଛତିଶଗଡ଼ ଆଦିବାସୀ ସଂଘ ଓ କଂଗ୍ରେସ ପକ୍ଷରୁ ସୁକୁମାର କୋଣ୍ଟାଠାରେ ଆୟୋଜିତ ହୋଇଥିଲା ଏହି ସମାବେଶ। ଏହି ପ୍ରକଳ୍ପ ହେଲେ ତିନୋଟି ରାଜ୍ୟର ଶହ ଶହ ଗ୍ରାମ ଜଳମଗ୍ନ ହେବା ସହ ହଜାର ହଜାର ଏକର ଚାଷ ଜମି ବୁଡ଼ିଯିବାର ଆଶଙ୍କା ରହିଛି। ତେଣୁ ଏହି ପ୍ରକଳ୍ପ କାମ ବନ୍ଦ କରିବା ପାଇଁ ସମସ୍ତେ ଶପଥ ନେଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe