Advertisment

ରାହୁଲଙ୍କ ଷ୍ଟେଲା ମ୍ୟାରିଜ କଲେଜ ସଭାକୁ କ୍ଲିନ୍ ଚିଟ୍

ଚେନ୍ନାଇ: ମାର୍ଚ୍ଚ ୧୩ରେ ଚେନ୍ନାଇ ସ୍ଥିତ ଷ୍ଟେଲା ମ୍ୟାରିଜ କଲେଜରେ ଛାତ୍ରଛାତ୍ରୀଙ୍କ ସହ ରାହୁଲଗାନ୍ଧୀ କରିଥିବା ସଭା ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରୁନାହିଁ। ନିର୍ବାଚନ କମିଶନ ତାମିଲନାଡ଼ୁ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଏହା କହିଛନ୍ତି। ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ବେଳେ ନିଜର ବକ୍ତବ୍ଯ ରଖିଥିଲେ ରାହୁଲ ଗାନ୍ଧୀ ତେଣୁ ଏହା ଆଚରଣ ବିଧି ଉଲ୍ଲଂଘନ ନୁହେଁ ବୋଲି ତାମିଲନାଡ଼ୁ ନିର୍ବାଚନ ଅଧିକାରୀ ସତ୍ଯବ୍ରତ ସାହୁ କହିଛନ୍ତି। ଜିଲ୍ଲା ପ୍ରଶାସନ ଏ ବାବଦରେ ପୂର୍ବରୁ ଅବଗତ […]

ଅଦ୍ୟତନ ହୋଇଛି
ରାହୁଲଙ୍କ ଷ୍ଟେଲା ମ୍ୟାରିଜ କଲେଜ ସଭାକୁ କ୍ଲିନ୍ ଚିଟ୍

rahul gandhi on chennai collge

Advertisment

ଚେନ୍ନାଇ: ମାର୍ଚ୍ଚ ୧୩ରେ ଚେନ୍ନାଇ ସ୍ଥିତ ଷ୍ଟେଲା ମ୍ୟାରିଜ କଲେଜରେ ଛାତ୍ରଛାତ୍ରୀଙ୍କ ସହ ରାହୁଲଗାନ୍ଧୀ କରିଥିବା ସଭା ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରୁନାହିଁ। ନିର୍ବାଚନ କମିଶନ ତାମିଲନାଡ଼ୁ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଏହା କହିଛନ୍ତି।

Advertisment

ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ବେଳେ ନିଜର ବକ୍ତବ୍ଯ ରଖିଥିଲେ ରାହୁଲ ଗାନ୍ଧୀ ତେଣୁ ଏହା ଆଚରଣ ବିଧି ଉଲ୍ଲଂଘନ ନୁହେଁ ବୋଲି ତାମିଲନାଡ଼ୁ ନିର୍ବାଚନ ଅଧିକାରୀ ସତ୍ଯବ୍ରତ ସାହୁ କହିଛନ୍ତି। ଜିଲ୍ଲା ପ୍ରଶାସନ ଏ ବାବଦରେ ପୂର୍ବରୁ ଅବଗତ ଥିଲା, ଗାନ୍ଧୀଙ୍କ ନାମରେ ଏହି ଆଲୋଚନାଚକ୍ର ଆୟୋଜନ ହୋଇଥିଲା ବୋଲି ତାମିଲନାଡୁ ନିର୍ବାଚନ ଅଧିକାରୀ କହିଛନ୍ତି।

ତେବେ ଏକ ଶିକ୍ଷାନୁଷ୍ଠାନରେ ରାହୁଲଙ୍କ ଏହି ଆଲୋଚନା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଥିବା କହି ତଦନ୍ତ ଦାବି କରିଥିଲା ତାମିଲନାଡୁ ସରକାର। ଏହାପରେ ଚେନ୍ନାଇ ସ୍ଥିତ ଷ୍ଟେଲା ମ୍ଯାରସ୍ କଲେଜକୁ ନୋଟିସ ପଠାଯାଇ ଜବାବ ତଲବ କରାଯାଇଥିବା ସୂଚନା ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe