ରାଜ୍ୟସଭାରେ ଟ୍ରାନ୍ସଜେଣ୍ଡର ବିଲ୍ ପାରିତ

ନୂଆଦିଲ୍ଲୀ: ରାଜ୍ୟସଭାରେ ଶୁକ୍ରବାର ଟ୍ରାନ୍ସଜେଣ୍ଡର ବିଲ୍ ପାରିତ ହୋଇଯାଇଛି। ଅନ୍ୟମାନଙ୍କ ଭଳି ଟ୍ରାନ୍ସଜେଣ୍ଡରମାନଙ୍କୁ ସମାନ ଅଧିକାର ଦେବା ପାଇଁ ଏହି ବିଲ୍ ଅଣାଯାଇଥିଲା। ଏହି ବିଲଟିକୁ ଗୃହରେ ଆଗତ କରିଥିଲେ ଡିଏମକେ ସାଂସଦ ତିରୁଚି ଶିବା। ଏହା ସହିତ ଗତ ୪୬ ବର୍ଷରେ ପ୍ରଥମ ଥର ପାଇଁ ଆଜି ଏକ ପ୍ରାଇଭେଟ୍ ବିଲ୍ ରାଜ୍ୟସଭାରେ ପାରିତ ହୋଇଛି। ଗୃହରେ ଦଳମତ ନିର୍ବିଶେଷରେ ସମସ୍ତେ ବିଲଟିକୁ ସମର୍ଥନ କରିଥିଲେ। ଏବେ ଏହି ବିଲଟିକୁ ଲୋକସଭାକୁ ପଠାଯିବ। ସେଠାରେ ଏହା […]

parlliament

parlliament

Rakesh Mallick
  • Published: Friday, 24 April 2015
  • Updated: 24 April 2015, 11:39 AM IST

Sports

Latest News

ନୂଆଦିଲ୍ଲୀ: ରାଜ୍ୟସଭାରେ ଶୁକ୍ରବାର ଟ୍ରାନ୍ସଜେଣ୍ଡର ବିଲ୍ ପାରିତ ହୋଇଯାଇଛି। ଅନ୍ୟମାନଙ୍କ ଭଳି ଟ୍ରାନ୍ସଜେଣ୍ଡରମାନଙ୍କୁ ସମାନ ଅଧିକାର ଦେବା ପାଇଁ ଏହି ବିଲ୍ ଅଣାଯାଇଥିଲା। ଏହି ବିଲଟିକୁ ଗୃହରେ ଆଗତ କରିଥିଲେ ଡିଏମକେ ସାଂସଦ ତିରୁଚି ଶିବା। ଏହା ସହିତ ଗତ ୪୬ ବର୍ଷରେ ପ୍ରଥମ ଥର ପାଇଁ ଆଜି ଏକ ପ୍ରାଇଭେଟ୍ ବିଲ୍ ରାଜ୍ୟସଭାରେ ପାରିତ ହୋଇଛି। ଗୃହରେ ଦଳମତ ନିର୍ବିଶେଷରେ ସମସ୍ତେ ବିଲଟିକୁ ସମର୍ଥନ କରିଥିଲେ। ଏବେ ଏହି ବିଲଟିକୁ ଲୋକସଭାକୁ ପଠାଯିବ। ସେଠାରେ ଏହା ଉପରେ ବିତର୍କ ହେବା ପରେ ପାରିତ ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos