parlliament
Advertisment
ନୂଆଦିଲ୍ଲୀ: ରାଜ୍ୟସଭାରେ ଶୁକ୍ରବାର ଟ୍ରାନ୍ସଜେଣ୍ଡର ବିଲ୍ ପାରିତ ହୋଇଯାଇଛି। ଅନ୍ୟମାନଙ୍କ ଭଳି ଟ୍ରାନ୍ସଜେଣ୍ଡରମାନଙ୍କୁ ସମାନ ଅଧିକାର ଦେବା ପାଇଁ ଏହି ବିଲ୍ ଅଣାଯାଇଥିଲା। ଏହି ବିଲଟିକୁ ଗୃହରେ ଆଗତ କରିଥିଲେ ଡିଏମକେ ସାଂସଦ ତିରୁଚି ଶିବା। ଏହା ସହିତ ଗତ ୪୬ ବର୍ଷରେ ପ୍ରଥମ ଥର ପାଇଁ ଆଜି ଏକ ପ୍ରାଇଭେଟ୍ ବିଲ୍ ରାଜ୍ୟସଭାରେ ପାରିତ ହୋଇଛି। ଗୃହରେ ଦଳମତ ନିର୍ବିଶେଷରେ ସମସ୍ତେ ବିଲଟିକୁ ସମର୍ଥନ କରିଥିଲେ। ଏବେ ଏହି ବିଲଟିକୁ ଲୋକସଭାକୁ ପଠାଯିବ। ସେଠାରେ ଏହା ଉପରେ ବିତର୍କ ହେବା ପରେ ପାରିତ ହୋଇପାରେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/04/parlliament.jpg)