Advertisment

ରାଞ୍ଚି: ସିଆରପିଏଫ୍ ଯବାନ-ମାଓବାଦୀ ଗୁଳି ବିନିମୟ, ୪ ମାଓବାଦୀ ମୃତ

ରାଞ୍ଚି: ଛତିଶିଗଡର ବସ୍ତର ଜିଲ୍ଲା ଦରଭା ଅଞ୍ଚଳରେ ସିଆରପିଏଫ୍ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଆଜି ହୋଇଥିବା ଗୁଳି ବିନିମୟରେ ୪ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ସିଆରପିଏଫ୍ ଯବାନମାନେ ଅଞ୍ଚଳରେ କମ୍ବିଂ ଅପରେସନ ଜାରି ରଖିଛନ୍ତି । ସୂଚନା ମୁତାବକ ବସ୍ତର ଜିଲ୍ଲାର ଦରଭା ଅଞ୍ଚଳରେ ମାଓବାଦୀମାନେ ଲୁଚି ରହିବା  ସୂଚନା ପାଇ ସିଆରପିଏଫ୍ ଯବାନମାନେ ସର୍ଚ୍ଚ ଅପରେସନ କରିଥିଲେ। ଏହି ସମୟରେ ମାଓବାଦୀମାନେ ଯବାନଙ୍କୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ । ଫଳରେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ରାଞ୍ଚି: ସିଆରପିଏଫ୍ ଯବାନ-ମାଓବାଦୀ ଗୁଳି ବିନିମୟ, ୪ ମାଓବାଦୀ ମୃତ

cr_

ରାଞ୍ଚି: ଛତିଶିଗଡର ବସ୍ତର ଜିଲ୍ଲା ଦରଭା ଅଞ୍ଚଳରେ ସିଆରପିଏଫ୍ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଆଜି ହୋଇଥିବା ଗୁଳି ବିନିମୟରେ ୪ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ସିଆରପିଏଫ୍ ଯବାନମାନେ ଅଞ୍ଚଳରେ କମ୍ବିଂ ଅପରେସନ ଜାରି ରଖିଛନ୍ତି ।

Advertisment

ସୂଚନା ମୁତାବକ ବସ୍ତର ଜିଲ୍ଲାର ଦରଭା ଅଞ୍ଚଳରେ ମାଓବାଦୀମାନେ ଲୁଚି ରହିବା  ସୂଚନା ପାଇ ସିଆରପିଏଫ୍ ଯବାନମାନେ ସର୍ଚ୍ଚ ଅପରେସନ କରିଥିଲେ। ଏହି ସମୟରେ ମାଓବାଦୀମାନେ ଯବାନଙ୍କୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ । ଫଳରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୪ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା