ଅଦ୍ୟତନ ହୋଇଛି
cr_
Advertisment
ରାଞ୍ଚି: ଛତିଶିଗଡର ବସ୍ତର ଜିଲ୍ଲା ଦରଭା ଅଞ୍ଚଳରେ ସିଆରପିଏଫ୍ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଆଜି ହୋଇଥିବା ଗୁଳି ବିନିମୟରେ ୪ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ସିଆରପିଏଫ୍ ଯବାନମାନେ ଅଞ୍ଚଳରେ କମ୍ବିଂ ଅପରେସନ ଜାରି ରଖିଛନ୍ତି ।
Advertisment
ସୂଚନା ମୁତାବକ ବସ୍ତର ଜିଲ୍ଲାର ଦରଭା ଅଞ୍ଚଳରେ ମାଓବାଦୀମାନେ ଲୁଚି ରହିବା ସୂଚନା ପାଇ ସିଆରପିଏଫ୍ ଯବାନମାନେ ସର୍ଚ୍ଚ ଅପରେସନ କରିଥିଲେ। ଏହି ସମୟରେ ମାଓବାଦୀମାନେ ଯବାନଙ୍କୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ । ଫଳରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୪ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/10/cr_.jpg)