କୁମ୍ଭୀର ପେଟରୁ ବାହାରିଲା ୧୪ ବର୍ଷୀୟ ବାଳକର ହାଡ଼ କଙ୍କାଳ

କ୍ୱାଲାଲମ୍ପପୁର: ନିଖୋଜ ହେବାର ୬ ଦିନ ପରେ ଜଣେ ୧୪ ବର୍ଷୀୟ ବାଳକର ହାଡ଼ କଙ୍କାଳ ଗୋଟିଏ ବିଶାଳକାୟ କୁମ୍ଭୀର ପେଟରୁ ଠାବ ହୋଇଛି। ୬ ଦିନ ତଳେ ମ୍ୟାଲେସିଆର କୁଚିଂ ଅଞ୍ଚଳରେ ଥିବା ନଦୀ କୂଳରେ ବାଳକଟି ଶାମୁକା ସଂଗ୍ରହ କରିବାକୁ ଯାଇଥିବା ବେଳେ ତା’କୁ କୁମ୍ଭୀରଟି ଗଳି ଦେଇଥିଲା। ହେଲେ ଏକଥା ତାଙ୍କ ମାଉସୀ କହୁଥିଲେ ହେଁ କେହି ବି ଏହାକୁ ଗ୍ରହଣ କରି ନଥିଲେ। ଜୁଲାଇ ୨୬ରେ ଏହି ଘଟଣା ଘଟିଥିଲା। ପରିବାର […]

cc

cc

Hemant Lenka
  • Published: Monday, 03 August 2020
  • Updated: 04 August 2020, 05:42 PM IST

Sports

Latest News

କ୍ୱାଲାଲମ୍ପପୁର: ନିଖୋଜ ହେବାର ୬ ଦିନ ପରେ ଜଣେ ୧୪ ବର୍ଷୀୟ ବାଳକର ହାଡ଼ କଙ୍କାଳ ଗୋଟିଏ ବିଶାଳକାୟ କୁମ୍ଭୀର ପେଟରୁ ଠାବ ହୋଇଛି। ୬ ଦିନ ତଳେ ମ୍ୟାଲେସିଆର କୁଚିଂ ଅଞ୍ଚଳରେ ଥିବା ନଦୀ କୂଳରେ ବାଳକଟି ଶାମୁକା ସଂଗ୍ରହ କରିବାକୁ ଯାଇଥିବା ବେଳେ ତା’କୁ କୁମ୍ଭୀରଟି ଗଳି ଦେଇଥିଲା।

ହେଲେ ଏକଥା ତାଙ୍କ ମାଉସୀ କହୁଥିଲେ ହେଁ କେହି ବି ଏହାକୁ ଗ୍ରହଣ କରି ନଥିଲେ। ଜୁଲାଇ ୨୬ରେ ଏହି ଘଟଣା ଘଟିଥିଲା। ପରିବାର ଲୋକ ନିଖୋଜ ମାମଲା ମଧ୍ୟ ଦାଏର କରିଥିଲେ। ଏହାପରେ କୁମ୍ଭୀରଟିକୁ ଠାବ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଶେଷରେ କୁମ୍ଭୀରଟିକୁ ଠାବ କରିବା ପରେ ଯାହା ଦେଖିବାକୁ ମିଳିଲା, ତାହା ଅତ୍ୟନ୍ତ ଯନ୍ତ୍ରଣା ଦାୟକ ଥିଲା।

ଖବର ଅନୁଯାୟୀ, ୧୪ ବର୍ଷୀୟ ବାଳକଟିର ନାଁ ରିକି ଗାନିଆ। ସେ ନଦୀ କୂଳରୁ ଶାମୁକା ସଂଗ୍ରହ କରୁଥିବା ବେଳେ ଗୋଟିଏ ୧୪ ଫୁଟ ଲମ୍ବର କୁମ୍ଭୀର ତା’କୁ ପାଣି ଭିତରକୁ ଟାଣି ନେଇଥିଲା।

ରିକିକୁ ଖୋଜି ଖୋଜି ତାଙ୍କ ମାଉସୀ ନଦୀ ପାଖରେ ପହଞ୍ଚିଥିଲେ। ସେଠାରେ ଏକ କୁମ୍ଭୀରକୁ ଦେଖିବାକୁ ପାଇଲେ। ତାଙ୍କ ମନରେ କୁମ୍ଭୀରଟି ହିଁ ରିକିକୁ ଗିଳି ଦେଇଥିବା ସେ ସନ୍ଦେହ କରିଥିଲେ। ଏନେଇ ସେ ଗ୍ରାମାବାସୀ ଓ ଉଦ୍ଧାରକାରୀ ଟିମ୍‌କୁ ସାହାଯ୍ୟ ପାଇଁ ଖବର ଦେଇଥିଲେ। କିନ୍ତୁ କୁମ୍ଭୀରକୁ ଧରିବା ପାଇଁ ସମସ୍ତ ଚେଷ୍ଟା ବୃଥା ଯାଇଥିଲା। କୁମ୍ଭୀରଟି ସେଠାରୁ ପଳେଇ ଯିବାରେ ସକ୍ଷମ ହୋଇଥିଲା।

ପରେ ଗ୍ରାମବାସୀ ଓ ଉଦ୍ଧାରକାରୀ ଟିମ୍‌ କୁମ୍ଭୀରକୁ କୁକୁଡ଼ାର ଲୋଭ ଦେଖାଇଥିଲେ। ଶେଷରେ ୬ ଦିନ ପରେ କୁକୁଡ଼ା ଲୋଭରେ କୁମ୍ଭୀରଟି ଧରାପଡ଼ିଥିଲା।

କୁମ୍ଭୀରଟି ଠାବ କରିବା ପରେ ତା’କୁ ସମସ୍ତେ କାଟିବାକୁ ଲାଗିଥିଲେ। ଶେଷରେ କୁମ୍ଭୀର ପେଟରୁ କିଛି ପୋଷାକ ଓ ଶରୀରର କିଛି ଅଂଶ ମିଳିଥିଲା। ଏଗୁଡ଼ିକ ରିକିର ବୋଲି ପରିବାର ଲୋକ କହିଛନ୍ତି। ଉଦ୍ଧାରକାରୀ ଟିମ୍‌ଙ୍କ କହିବା ଅନୁଯାୟୀ, ଦୁର୍ଘଟଣାସ୍ଥଳଠାରୁ ପ୍ରାୟ ୫ କିଲୋମିଟର ଦୂରରେ କୁମ୍ଭୀରଟି ଧରାପଡ଼ିଥିଲା।

ଉଦ୍ଧାରକାରୀ ଟିମ୍‌ର କର୍ମଚାରୀମାନେ କୁମ୍ଭୀର ପେଟରୁ ରିକି ଗାନିଆଙ୍କ ମୃତଦେହର କିଛି ଅଂଶକୁ ନେଇ ତାଙ୍କ ପରିବାର ସଦସ୍ୟଙ୍କୁ ଦେଇଥିଲେ। ଏହା ପରେ ରିକିର ଅନ୍ତିମ ସଂସ୍କାର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story