'ରିପବ୍ଲିକ ଟିଭି' ଓ 'ସି ଭୋଟର' ସର୍ଭେ: କମିବ ଏନଡିଏର ସିଟ୍, ବଢିବ ୟୁପିଏ

ନୂଆଦିଲ୍ଲୀ: ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଜାତୀୟ ଗଣମାଧ୍ୟମ ସଂସ୍ଥା ରିପବ୍ଲିକ ଟିଭି ନେଟୱର୍କ ଓ ସି-ଭୋଟର ସର୍ଭେ କରିଛି । ଯେଉଁଥିରେ ଏନଡିଏ ୨୦୧୪ ତୁଳନାରେ ୧୮ଟି ଆସନ ହରାଇବ ବୋଲି ଆକଳନ ହୋଇଛି। ସେହିପରି ୟୁପିଏ ୧୪୧ଟି ସିଟ୍ ଅକ୍ତିଆର କରିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୪ରେ କଂଗ୍ରେସ ୪୦, ୟୁପିଏ ୬୦, ବିଜେପି ୨୮୨, ଏନଡିଏ ୩୩୬, ଅନ୍ଯାନ୍ଯ ଦଳ ୧୩୮ ଆସନ ଜିତିଥିଲେ। ପୂର୍ବ ସର୍ଭେ ରିପୋର୍ଟ ତୁଳନାରେ […]

republic-tv

republic-tv

Subhransu Sekhar
  • Published: Sunday, 10 March 2019
  • Updated: 27 November 2020, 05:19 PM IST

Sports

Latest News

ନୂଆଦିଲ୍ଲୀ: ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଜାତୀୟ ଗଣମାଧ୍ୟମ ସଂସ୍ଥା ରିପବ୍ଲିକ ଟିଭି ନେଟୱର୍କ ଓ ସି-ଭୋଟର ସର୍ଭେ କରିଛି । ଯେଉଁଥିରେ ଏନଡିଏ ୨୦୧୪ ତୁଳନାରେ ୧୮ଟି ଆସନ ହରାଇବ ବୋଲି ଆକଳନ ହୋଇଛି। ସେହିପରି ୟୁପିଏ ୧୪୧ଟି ସିଟ୍ ଅକ୍ତିଆର କରିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୪ରେ କଂଗ୍ରେସ ୪୦, ୟୁପିଏ ୬୦, ବିଜେପି ୨୮୨, ଏନଡିଏ ୩୩୬, ଅନ୍ଯାନ୍ଯ ଦଳ ୧୩୮ ଆସନ ଜିତିଥିଲେ।

ପୂର୍ବ ସର୍ଭେ ରିପୋର୍ଟ ତୁଳନାରେ ଚଳିତ ସର୍ଭେରେ ଏନଡିଏ ପ୍ରତି ଲୋକଙ୍କ ସମର୍ଥନ ପୁଣି ବୃଦ୍ଧି ପାଇଥିବା ଜଣାପଡ଼ିଛି। ଫେବୃଆରୀରେ ମୋଦି ସରକାରଙ୍କ ଅନ୍ତରୀଣ ବଜେଟ ମଧ୍ୟବିତ୍ତ ପରିବାର ଏବଂ ଚାଷୀ ବର୍ଗଙ୍କୁ ଖୁସି କରିଥିବା ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ।

ଜାନୁଆରୀର ସର୍ଭେ ରିପୋର୍ଟ ଅନୁସାରେ ୟୁପିଏର ଭୋଟ ଶେୟାର ୩୨.୨ ପ୍ରତିଶତ ଥିବା ବେଳେ ଏନଡିଏର ଭୋଟ ଶେୟାର ୩୭.୬ ପ୍ରତିଶତ ଥିଲା। ସେହିପରି ଡିସେମ୍ବରରେ ଏନଡିଏର ଭୋଟ ଶେୟାର ୩୭.୭ ପ୍ରତିଶତ ଥିବା ବେଳେ ୟୁପିଏର ୩୨.୮ ପ୍ରତିଶତ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story