ହାର୍ଡ ଡିସ୍କରୁ ୟୁରୋପ ଟ୍ରିପ୍, ସମସ୍ତ ପ୍ରସଙ୍ଗରେ ମୁହଁ ଖୋଲିଲେ ରିୟା...

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଲଗାତର ତଦନ୍ତ ଜାରି ରହିଛି। ଏହାରି ଭିତରେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ ଏକ ଜାତୀୟ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ସୁଶାନ୍ତ ମୃତ୍ୟୁ ପଛରେ ରିୟା ମୁଖ୍ୟ ଅଭିଯୁକ୍ତ ରହିଛନ୍ତି। ତେବେ ବର୍ତ୍ତମାନ ରିୟାଙ୍କ ନିଶା କାରବାର ଲିଙ୍କ୍ ସାମ୍ନାକୁ ଆସିବା ପରେ ସମ୍ପୂର୍ଣ୍ଣ ମାମଲାର ଦିଗ ଭିନ୍ନ ମୋଡ଼ ନେଇଛି। ସିବିଆଇ ସମେତ ଏବେ ଏନସିବି ମଧ୍ୟ ମାମଲାର ଖୋଳତାଡ଼ […]

rhea

rhea

Pragnya Choudhury
  • Published: Thursday, 27 August 2020
  • Updated: 27 August 2020, 02:45 PM IST

Sports

Latest News

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଲଗାତର ତଦନ୍ତ ଜାରି ରହିଛି। ଏହାରି ଭିତରେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ ଏକ ଜାତୀୟ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ସୁଶାନ୍ତ ମୃତ୍ୟୁ ପଛରେ ରିୟା ମୁଖ୍ୟ ଅଭିଯୁକ୍ତ ରହିଛନ୍ତି। ତେବେ ବର୍ତ୍ତମାନ ରିୟାଙ୍କ ନିଶା କାରବାର ଲିଙ୍କ୍ ସାମ୍ନାକୁ ଆସିବା ପରେ ସମ୍ପୂର୍ଣ୍ଣ ମାମଲାର ଦିଗ ଭିନ୍ନ ମୋଡ଼ ନେଇଛି। ସିବିଆଇ ସମେତ ଏବେ ଏନସିବି ମଧ୍ୟ ମାମଲାର ଖୋଳତାଡ଼ ଦାୟିତ୍ୱ ନେଇଛି।

ରିୟାଙ୍କ ଉପରେ ଅଭିଯୋଗ ଥିଲା କି, ସେ ସୁଶାନ୍ତଙ୍କ ହାର୍ଡ ଡିସ୍କର ଡାଟା ଆଇଟି କମ୍ପାନୀ କର୍ମଚାରୀଙ୍କ ସହଯୋଗରେ ବାହାର କରି ହାର୍ଡ ଡିସ୍କଟିକୁ ଭାଙ୍ଗିଦେଇଥିଲେ। ଏକ ଜାତୀୟ ଗଣମାଧ୍ୟମକୁ ଏହାର ପ୍ରତିକ୍ରିୟା ଦେଇ କହିଛନ୍ତି, "ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ମୋ ଜାଣିବାରେ ଏଭଳି କୌଣସି ହାର୍ଡ ଡ୍ରାଇଭ୍ ବା ହାର୍ଡ ଡିସ୍କ ନ ଥିଲା। ମୁଁ ଥିବା ପର୍ଯ୍ୟନ୍ତ କେହି ଆସି ନ ଥିଲେ। ମୋ ଯିବା ପରେ ତାଙ୍କ ଭଉଣୀ ଜୁନ୍ 8ରୁ 13 ପର୍ଯ୍ୟନ୍ତ ସେଠାରେ ଥିଲେ। ଏଭଳି କିଛି ଘଟଣା ଯଦି ଘଟିଥିବ, ସେ ହି ଜାଣିଥିବେ। ମୋ ଉପସ୍ଥିତିରେ କିଛି ମଧ୍ୟ ହୋଇନାହିଁ।"

https://www.instagram.com/p/CCnBR95HAmO/?utm_source=ig_web_copy_link

ରିୟା ପୁଣି କହିଛନ୍ତି ଯେ, ଜୁନ୍ 8ରେ ସୁଶାନ୍ତଙ୍କ ଘର ଛାଡ଼ିବା ସମୟରେ ମୋତେ ବହୁତ କଷ୍ଟ ଲାଗୁଥିଲା। ହେଲେ ମହେଶ ଭଟ୍ଟଙ୍କ ସହ ହୋଇଥିବା କଥାବାର୍ତ୍ତା ସହ ଏହାର କୌଣସି ଲିଙ୍କ୍ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପଟେ ମୁଁ ନୁହେଁଂ ବରଂ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ହିଁ ତାଙ୍କ ମ୍ୟାନେଜରଙ୍କୁ ହାୟର୍ କରିଥିଲେ ବୋଲି ରିୟା କହିଛନ୍ତି। ଏହାସହ ସୁଶାନ୍ତଙ୍କ କୁକ୍ ଏବଂ ଘରୋଇ ସହାୟକଙ୍କୁ ମଧ୍ୟ ସେ ଜାଣି ନ ଥିବା କହିଛନ୍ତି। ସେମାନଙ୍କୁ ଖୋଦ୍ ପ୍ରିୟଙ୍କା କାମରେ ରଖିଥିବା କହିଛନ୍ତି ରିୟା।

ଏହା ସହ ୟୁରୋପ ଟ୍ରିପ୍ ବିଷୟ ନେଇ ମଧ୍ୟ ରିୟା ଖୁଲାସା କରିଛନ୍ତି। ସେ କହିଛନ୍ତି, ୟୁରୋପ ଟ୍ରିପ୍ ଯିବା ଦିନ ସୁଶାନ୍ତ ସମସ୍ତଙ୍କୁ କହିଥିଲେ ଯେ, ବିମାନରେ ବସିବା ନେଇ ତାଙ୍କୁ କ୍ଲୋଷ୍ଟ୍ରୋଫୋବିୟା ରହିଛି, ଏଣୁ ସେ ମୋଡାଫିନ୍ ନାମକ ଏକ ଔଷଧ ଖାଉଛନ୍ତି। ଏହି ଔଷଧ ସୁଶାନ୍ତ ନିଜ ପାଖରେ ସବୁବେଳେ ରଖୁଥିବା ନେଇ ସେ ନିଜେ କହିଛନ୍ତି। ଏଣୁ ବିମାନରେ ବସିବା ଆଗରୁ ସେ ନିଜେ ଔଷଧ ଖାଇଥିଲେ। ତେବେ ଏଥିପାଇଁ କୌଣସି ପ୍ରେସକ୍ରିପସନ୍ ଦରକାର ନ ଥିଲା କାରଣ ସୁଶାନ୍ତଙ୍କ ନିକଟରେ ଆଗରୁ ହିଁ ଔଷଧ ରହିଥିଲା ବୋଲି ରିୟା କହିଛନ୍ତି।

ପ୍ରତି ବିମାନ ଯାତ୍ରା ପୂର୍ବରୁ ହୁଏତ ସେ ଏହି ଔଷଧ ନେଉଥାଇ ପାରନ୍ତି ବୋଲି ରିୟା କହିଛନ୍ତି। ୟୁରୋପ ଯାତ୍ରାରେ ପ୍ରଥମେ ସେ ପ୍ୟାରିସରେ ପହଞ୍ଚିଲେ। ପ୍ରଥମ ଦିନ ସୁଶାନ୍ତ ନିଜ ରୁମ୍ ଭିତରୁ ବାହାରକୁ ବାହାରି ନ ଥିଲେ। ଏନେଇ ରିୟା ଚକିତ ହୋଇଥିବା କହିଛନ୍ତି। କାରଣ ସୁଶାନ୍ତ ପ୍ରଥମେ ଟ୍ରିପ୍ କୁ ନେଇ ଖୁବ୍ ଉତ୍ସାହିତ ଥିବା ବେଳେ ହଠାତ୍ କଣ ହୋଇଗଲା। କାରଣ ସୁଶାନ୍ତ ନିଜେ ଚାହୁଁଥିଲେ ପ୍ୟାରିସ୍ ଯିବା, ଯେଉଁଠି ତାଙ୍କୁ କେହିଁ ଚିହ୍ନିବେ ନାହିଁ, ଯେଉଁଠାରେ ସେ ନିଜ ପ୍ରକୃତ ଅନ୍ଦାଜ ରିୟାଙ୍କୁ ଦେଖାଇବାକୁ ଚାହୁଁଥିଲେ। ଭାରତରେ ରହି ଯାହା ସୁଶାନ୍ତ କରିପାରୁ ନଥିଲେ ବୋଲି ରିୟା ନିଜ ପ୍ରତିକ୍ରିୟାରେ କହିଛନ୍ତି।

https://www.instagram.com/p/CBaB-2bH_DA/?utm_source=ig_web_copy_link

ରିୟା ପୁଣି କହିଛନ୍ତି, ହେଲେ ପ୍ୟାରିସ୍ ପହଞ୍ଚିବା ପରେ ସେ ରୁମ୍ ରୁ ବାହାରି ନ ଥିଲେ। ପରବର୍ତ୍ତୀ ସମୟରେ ଆମେ ସ୍ୱିଜରଲ୍ୟାଣ୍ଡ ଯାଇଥିଲୁ। ସେଠାରେ ସେ ପ୍ରାୟତଃ ଠିକ୍ ଥିଲେ। ତାଙ୍କ ଏନର୍ଜି ମଧ୍ୟ ଠିକ୍ ଥିଲା। ସେ ବାହାରକୁ ବାହାରି ମିଳାମିଶା କରୁଥିଲେ। ସେ ଖୁସି ଥିଲେ। ଏହା ପରେ ଆମେ ଇଟାଲୀ ଗଲୁ। ଏକ ହୋଟେଲରେ ରହିଲୁ। ହୋଟେଲର ନାମ ହେଲା- ପଲାଜୋ ମ୍ୟାଗ୍ନେନି ଫରେନୀ। ଏହା ଏକ ଭୂତ ହୋଟେଲ। ବୁକିଂ ପୂର୍ବରୁ ଆମେ ଏ ବିଷୟରେ ଜାଣି ନ ଥିଲୁ। ଆମ ରୁମ ଅଜଗ ଗଜବ ଥିଲା, ଯେଉଁ ଅଦ୍ଭୁତ ଫଟୋମାନ ମଧ୍ୟ ଲାଗିଥିଲା ବୋଲି ରିୟା କହିଛନ୍ତି।

ରିୟା କହିଛନ୍ତି, ଏହି ଫଟୋ ଚିତ୍ରଗୁଡ଼ିକୁ ଦେଖି ରିୟା ଖୁବ୍ ଡରିଯାଇଥିବା ବେଳେ ସୁଶାନ୍ତଙ୍କୁ ଏହା ଠିକ୍ ଠାକ୍ ଲାଗିଥିଲା। ସେ ରାତି ସୁଶାନ୍ତ ଶୋଇପାରି ନ ଥିଲେ। ସେ କହିଲେ, ଏଠାରେ କିଛି ଅଛି। ମୁଁ କହିଲି, ଦୁଃସ୍ୱପ୍ନ ହୋଇଥିବ ବୋଲି ରିୟା କହିଛନ୍ତି।

ଏହାପରେ ରିୟା ସ୍ଥାନ ଛାଡ଼ି ଚେକ୍ ଆଉଟ୍ କରିବାକୁ କହିଥିଲେ। କିନ୍ତୁ ସେତେବେଳେ ସୁଶାନ୍ତ ରାଜି ହୋଇ ନଥିଲେ। ଏହା ପରେ ଧୀରେ ଧୀରେ ପରିସ୍ଥିତି ଖରାପ ହେବାକୁ ଲାଗିଲା। ସମ୍ପୂର୍ଣ୍ଣ ଟ୍ରିପରେ ସୁଶାନ୍ତ ରୁମ୍ ବାହାରକୁ ଯିବାକୁ ଚାହିଁଲେ ନାହିଁ। ଯେତେବେଳେ ରିୟା ଏ ବାବଦରେ ସୁଶାନ୍ତଙ୍କ ସହ କଥା ହୋଇଥିଲେ, ସୁଶାନ୍ତ କହିଥିଲେ ଯେ, 2013ରେ ଏଭଳି ତାଙ୍କ ସହ ହୋଇଥିଲା। ସେତେବେଳେ ଡିପ୍ରେସିଭ୍ ଏପିସୋଡ୍ ହୋଇଥିଲା ବୋଲି ସୁଶାନ୍ତ କହିଥିଲେ ବୋଲି ରିୟା କହିଛନ୍ତି। ଏନେଇ ସେ ହରେଶ ସେଟ୍ଟୀ ନାମକ ଜଣେ ସାଇକ୍ରାଟିଷ୍ଟଙ୍କଠାରୁ ପରାମର୍ଶ ମଧ୍ୟ ନେଇଥିଲେ, ଯିଏ ତାଙ୍କୁ ମୋଡାଫିନୀ ଔଷଧ ଦେଇଥିଲେ ବୋଲି ସୁଶାନ୍ତ କହିଥିଲା ରିୟା ନିଜ ପ୍ରତିକ୍ରିୟାରେ କହିଛନ୍ତି।

https://www.instagram.com/p/CBYWF1zn7_-/?utm_source=ig_web_copy_link

ସେହିପରି ୟୁରୋପ୍ ଟ୍ରିପରେ ରିୟାଙ୍କ ଭାଇ ସାଙ୍ଗରେ ଯିବା ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ରିୟା ଚକ୍ରବର୍ତ୍ତୀ। ସେ କହିଛନ୍ତି ତାଙ୍କ ଭାଇ ସୌଭିକ୍ ଏବଂ ସୁଶାନ୍ତଙ୍କ ମଧ୍ୟରେ ଖୁବ୍ ଭଲପାଇବା ଥିଲା। ବେଳେ ବେଳେ ଆମେ ମଜା ମଧ୍ୟ କରୁଥିଲୁ ଯେ ସୌଭିକ୍ ହିଁ ମୋର ସଉତୁଣୀ ବୋଲି। ମୁଁ ଜାଣି ନ ଥିଲି, ଏତେ ସବୁ ପ୍ରଶ୍ନ ଆଗକୁ ଉଠିବ ବୋଲି। ସୌଭକ୍, ସୁଶାନ୍ତ ଏବଂ ମୋର ଏକ କମ୍ପାନୀ ମଧ୍ୟ ଥିଲା। ଟ୍ରିପ୍ ପୂର୍ବରୁ ଏହି କମ୍ପାନୀ ଫର୍ମ ହୋଇଥିଲା, ଯାହାର ନାମ R-H-E-A-L-T-Y-X ବୋଲି ସେ କହିଛନ୍ତି।

ରିୟା ଆଗକୁ କହିଥିଲେ, ସୁଶାନ୍ତ ମୋତେ ଭଲ ପାଉଥିଲେ ବୋଲି ନିଜ ଡ୍ରିମ୍ ପ୍ରୋଜେକ୍ଟ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ ତାଙ୍କ ନାମରେ ରଖିଥିଲେ। ଏହି କମ୍ପାନୀରେ ଆମେ ତିନି ଜଣ ସମାନ ପାର୍ଟନର ଥିଲୁ ବୋଲି ସେ କହିଛନ୍ତି। କମ୍ପାନୀ ପାଇଁ ଆମେ 3 ଜଣ 33 ହଜାର ଲେଖାଏଁ ଭର୍ତ୍ତି କରିଥିଲୁ। ମୋ ଭାଇକୁ ମୁଁ 33 ହଜାର ଦେଇଥିଲି। କାରଣ ସେ ଚାକିରି କରୁ ନ ଥିଲା। ସୁଶାନ୍ତ ଜବରଦସ୍ତ କରିଥିଲେ ବୋଲି ଭାଇ ଆମ ସହ ୟୁରୋପ୍ ଯାଇଥିଲା ବୋଲି ରିୟା କହିଛନ୍ତି।

https://www.instagram.com/p/CDBHe9SH_Md/?utm_source=ig_web_copy_link

ପ୍ୟାରିସରେ ମୋର ଏକ ଶୁଟ୍ ଥିଲା। ଏହା ଏକ କପଡ଼ା କମ୍ପାନୀର ଶୁଟ୍ ହୋଇଥିବା ବେଳେ ଏହାର ଫ୍ୟାଶନ୍ ଶୋ'ରେ ସାମିଲ ହେବାକୁ ମୋତେ ନିମନ୍ତ୍ରଣ ଥିଲା। ମୋ ଟିକେଟ୍ ବିଜନେସ କ୍ଲାସ୍ ଏବଂ ହୋଟେଲ ମଧ୍ୟ ବୁକ୍ ଥିଲା। କିନ୍ତୁ ସୁଶାନ୍ତ ଏହାକୁ ୟୁରୋପ୍ ଟ୍ରିପ୍ କରିବାକୁ ପ୍ଲାନ୍ କରିଥିଲେ। ଏଣୁ ସେ ଟିକେଟ୍ କ୍ୟାନସିଲ୍ କରିଦେଇଥିଲେ ଏବଂ ଫାଷ୍ଟ କ୍ଲାସ୍ ଟିକେଟ୍ ବୁକ୍ କରିଥିଲେ। ପରେ ପୂର ଟ୍ରିପର ଖର୍ଚ୍ଚ ସେ ଉଠାଇଥିଲା। କାରଣ ସେ ଏହା କରିବାକୁ ଚାହୁଁଥିଲେ। ମୋର ସେଥିରେ କୌଣସି ଆପତ୍ତି ନଥିଲା। ଏତେ ଲମ୍ବା ଟ୍ରିପ୍, ଆଉ ଖୁବ୍ ଖର୍ଚ୍ଚ ହେବ ବୋଲି ମୁଁ ଚିନ୍ତିତ ଥିଲି, କିନ୍ତୁ ସେ ସେମିତି ହିଁ ଥିଲେ..ସୁଶାନ୍ତ ରାଜା ଭଳି ବଞ୍ଚୁଥିଲେ ବୋଲି ରିୟା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story