ସିରିଆ: ଆତଙ୍କୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ ସମଲିଙ୍ଗୀ ହୋଇଥିବା କାରଣରୁ ୪ଜଣ ଯୁବକଙ୍କୁ ଉଚ୍ଚ ଅଟ୍ଟାଳିକାରୁ ତଳକୁ ଫିଙ୍ଗି ହତ୍ୟା କରିଛି। ଏହି ଘଟଣା ଇରାକ୍ ସହରରେ ଘଟିଛି । ଏହି ସମୟରେ ଆତଙ୍କୀମାନେ ଅଞ୍ଚଳର ସବୁ ଲୋକଙ୍କୁ ଏକାଠି କରିଥିଲେ । ଆତଙ୍କୀମାନେ ଜାରି କରିଥିବା ଫଟୋରେ ଯୁବକମାନଙ୍କୁ ହାତ ପଛ ପଟେ ବାନ୍ଧିବା ସହ ଆଖିରେ ପଟି ବାନ୍ଧି ଅଟ୍ଟାଳିକାରୁ ଧକ୍କା ଦେଇଥିଲେ। ପୂର୍ବରୁ ଏହି ଆତଙ୍କୀ ସଙ୍ଗଠନ ସିରିଆର ରକ୍କାରେ ଏଭଳି ଘଟଣା ଘଟାଇ ଥିଲେ।
ଆତଙ୍କୀମାନେ ଉଚ୍ଚ ଅଟ୍ଟାଳିକା ଉପରକୁ ଯୁବକମାନଙ୍କୁ ନେଇ ଧକ୍କା ଦେଇ ତଳକୁ ଫିଙ୍ଗି ଦେଇଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଫଟୋ ଗ୍ରାଫରମାନେ ଉଠାଇ ଥିବା ଫଟୋକୁ ସେୟାର କରିଥିଲେ । ଏହି ସପ୍ତାହରେ ଆଇଏସ୍ ଆତଙ୍କୀମାନେ ଜଣେ ସାମାଜିକ କର୍ମୀଙ୍କୁ ଗୁଣିଗାରେଡି କରୁଥିବା ଅଭିଯୋଗରେ ହତ୍ୟା କରିଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ, ଭିଡିଓ ଭାଇରାଲ ପରେ ମାମଲା ରୁଜୁ
ଆଗରୁ ଟ୍ରାଫିକ ନିୟମ ଭାଙ୍ଗି ୧୦ ଥର ଜୋରିମାନା ଦେଇଥିଲେ। ଏବେ ପୁଣି ବାନ୍ଧବୀଙ୍କୁ ଧରି ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ।
Politics
ବିଜେପିର ରମେଶ ବିଧୁରୀଙ୍କୁ କାହିଁକି ଆଗୁଆ ଶୁଭେଚ୍ଛା ଜଣାଇଲେ କେଜ୍ରିୱାଲ?
ଆପର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ବିଜେପିକୁ କଟାକ୍ଷ କରିଛନ୍ତି। ସେ ବିଜେପିର ରମେଶ ବିଧୁରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
National
ଆସାମ ଖଣିରୁ ମିଳିଲା ଆଉ ୩ ଶ୍ରମିକଙ୍କ ମୃତଦେହ, ଏବେ ବି ୫ ଜଣଙ୍କ ପତ୍ତା ମିଳୁନି
୩୧୦ ଫୁଟ ଗଭୀରରେ ଖନନ ଚାଲିଥିବା ସମୟରେ ଏହା ଭିତରେ ହଠାତ ବନ୍ୟାଜଳ ପଶି ଯାଇଥିଲା। ଖଣି ଭିତରେ ଫସି ଯାଇଥିଲେ ୯ ଜଣ ଶ୍ରମିକ।
Viral
୩ୟ ଶ୍ରେଣୀ ଛାତ୍ରୀଙ୍କୁ ହୃଦଘାତ, ସ୍କୁଲରେ ଚାଲିଗଲା ଜୀବନ: ଭିଡିଓ ଭାଇରାଲ୍
ହାର୍ଟ ଆଟାକ ଯେ କେବଳ ପ୍ରାପ୍ତ ବୟସ୍କଙ୍କୁ ହୋଇଥାଏ, ତା’ହା ଭାବିବା ଭୁଲ। କାରଣ ଛୋଟ ପିଲା ମଧ୍ୟ ଏହାର ଶିକାର ହେବାରେ ଲାଗିଛନ୍ତି।
National
ଷ୍ଟେସନରେ ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ତଳେ ଫସିଛନ୍ତି ବହୁ ଶ୍ରମିକ
ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ପୁଲିସ ସୂଚନା ଦେଇଛି। ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ସମେତ ଏନଡିଆରଏଫ୍, ଏସଡିଆରଏଫ୍ ଓ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।