Advertisment

ସମଲିଙ୍ଗୀ ହେବା ଯୋଗୁଁ ୪ ଯୁବକଙ୍କୁ ମୃତ୍ୟୁଦଣ୍ଡ ଦେଲା ଆଇଏସ୍

ସିରିଆ: ଆତଙ୍କୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ ସମଲିଙ୍ଗୀ ହୋଇଥିବା କାରଣରୁ  ୪ଜଣ ଯୁବକଙ୍କୁ ଉଚ୍ଚ ଅଟ୍ଟାଳିକାରୁ ତଳକୁ ଫିଙ୍ଗି ହତ୍ୟା କରିଛି। ଏହି ଘଟଣା ଇରାକ୍ ସହରରେ ଘଟିଛି । ଏହି ସମୟରେ ଆତଙ୍କୀମାନେ ଅଞ୍ଚଳର ସବୁ ଲୋକଙ୍କୁ ଏକାଠି କରିଥିଲେ । ଆତଙ୍କୀମାନେ ଜାରି କରିଥିବା ଫଟୋରେ ଯୁବକମାନଙ୍କୁ ହାତ ପଛ ପଟେ ବାନ୍ଧିବା ସହ ଆଖିରେ ପଟି ବାନ୍ଧି ଅଟ୍ଟାଳିକାରୁ ଧକ୍କା ଦେଇଥିଲେ।  ପୂର୍ବରୁ ଏହି ଆତଙ୍କୀ ସଙ୍ଗଠନ ସିରିଆର ରକ୍କାରେ ଏଭଳି ଘଟଣା […]

ଅଦ୍ୟତନ ହୋଇଛି
ସମଲିଙ୍ଗୀ ହେବା ଯୋଗୁଁ ୪ ଯୁବକଙ୍କୁ ମୃତ୍ୟୁଦଣ୍ଡ ଦେଲା ଆଇଏସ୍

isis

Advertisment

isisସିରିଆ: ଆତଙ୍କୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ ସମଲିଙ୍ଗୀ ହୋଇଥିବା କାରଣରୁ  ୪ଜଣ ଯୁବକଙ୍କୁ ଉଚ୍ଚ ଅଟ୍ଟାଳିକାରୁ ତଳକୁ ଫିଙ୍ଗି ହତ୍ୟା କରିଛି। ଏହି ଘଟଣା ଇରାକ୍ ସହରରେ ଘଟିଛି । ଏହି ସମୟରେ ଆତଙ୍କୀମାନେ ଅଞ୍ଚଳର ସବୁ ଲୋକଙ୍କୁ ଏକାଠି କରିଥିଲେ । ଆତଙ୍କୀମାନେ ଜାରି କରିଥିବା ଫଟୋରେ ଯୁବକମାନଙ୍କୁ ହାତ ପଛ ପଟେ ବାନ୍ଧିବା ସହ ଆଖିରେ ପଟି ବାନ୍ଧି ଅଟ୍ଟାଳିକାରୁ ଧକ୍କା ଦେଇଥିଲେ।  ପୂର୍ବରୁ ଏହି ଆତଙ୍କୀ ସଙ୍ଗଠନ ସିରିଆର ରକ୍କାରେ ଏଭଳି ଘଟଣା ଘଟାଇ ଥିଲେ।

Advertisment

ଆତଙ୍କୀମାନେ ଉଚ୍ଚ ଅଟ୍ଟାଳିକା ଉପରକୁ ଯୁବକମାନଙ୍କୁ ନେଇ ଧକ୍କା ଦେଇ ତଳକୁ ଫିଙ୍ଗି ଦେଇଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଫଟୋ ଗ୍ରାଫରମାନେ ଉଠାଇ ଥିବା ଫଟୋକୁ ସେୟାର କରିଥିଲେ । ଏହି ସପ୍ତାହରେ ଆଇଏସ୍ ଆତଙ୍କୀମାନେ ଜଣେ ସାମାଜିକ କର୍ମୀଙ୍କୁ ଗୁଣିଗାରେଡି କରୁଥିବା ଅଭିଯୋଗରେ ହତ୍ୟା କରିଥିଲେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe