କୋଲକତା: ଶାରଦା ଚିଟଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇ କୋଲକାତାରୁ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଗିରଫ କରିଛି। ଗିରଫ ବ୍ୟବସାୟୀ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ମାତଙ୍ଗ ସିଂଙ୍କ ପତ୍ନୀ ମନୋରଞ୍ଜନା ସିଂ। ଧମକ ଚମକ ଦେଇ ଶାରଦା ଗ୍ରୁପ୍ ଅଧ୍ୟକ୍ଷ ସୁଦୀପ୍ତ ସେନଙ୍କଠାରୁ କୋଟି କୋଟି ଟଙ୍କ। ମନୋରଞ୍ଜନା ହଡପ କରିଥିବା ସିବିଆଇ ଜାଣିପାରିଛି। ୨୦୧୩ରେ ମନୋରାଞ୍ଜନାଙ୍କୁ ସୁଦୀପ୍ତ ସେନ ୨୫ କୋଟି ଟଙ୍କ। ଦେଇଥିଲେ। ହେଲେ ମନୋରଞ୍ଜନା ସେହି ଟଙ୍କ। ଫେରାଇ ନ ଥିବା ସେନ ସିବିଆଇ ନିକଟରେ ଅଭିଯୋଗ କରିଥିଲେ। ଚଳିତବର୍ଷ ଜାନୁୟାରୀ ୩୧ ତାରିଖରେ ମଧ୍ୟ ମାତଙ୍ଗ ସିଂକୁ ସିବିଆଇ କୋଲକାତାରୁ ଗିରଫ କରିବା ପରେ ସେ ଏବେ ଜେଲ ମଧ୍ୟରେ ଦିନ କାଟୁଛନ୍ତି। ଶାରଦା ଚିଟଫଣ୍ଡ ସ୍କାମର ବର୍ତ୍ତମାନ ତଦନ୍ତ ଜାରି ରଖିଛି ସିବିଆଇ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ
ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନକୁ ସୁରୁଖୁରୁରେ ଚଳାଇବାକୁ ଗତକାଲି ସର୍ବଦଳୀୟ ବୈଠକରେ ଆଲୋଚନା କରାଯାଇଛି।
National
'ଓଡ଼ିଶା ସନ୍ଥ ଓ ବିଦ୍ୱାନଙ୍କ ଧରିତ୍ରୀ', ଭୀମ ଭୋଇଙ୍କ କବିତା କହିଲେ ପ୍ରଧାନମନ୍ତ୍ରୀ
ଦିଲ୍ଲୀରେ ଆୟୋଜିତ 'ଓଡ଼ିଶା ପର୍ବ' ୨୦୨୪ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Politics
ଇସ୍ତଫା ଦେଲେ ହେମନ୍ତ ସୋରେନ, ନଭେମ୍ବର ୨୮ରେ ନେବେ ଶପଥ
ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟି ଇସ୍ରଫା ଦେଲେ ହେମନ୍ତ ସୋରେନ।
Politics
ଆସନ୍ତାକାଲି ଶପଥ ନେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ!
ବିଜେପି ନେତୃତ୍ୱାଧୀନ ମହୁୟୁତି ମିଳିତ ମଞ୍ଚ ସରକାର ଗଠନ କରିବାକୁ ଦାବି କରିଛି।
Crime
ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା; ୩ ମୃତ, ୩୦ ପୁଲିସ ଆହତ
ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।