Advertisment

ଶାରଦା ଚିଟଫଣ୍ଡ ଦୁର୍ନୀତି ମାମଲା: ବ୍ୟବସାୟୀଙ୍କୁ ଗିରଫ କଲା ସିବିଆଇ

କୋଲକତା: ଶାରଦା ଚିଟଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇ କୋଲକାତାରୁ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଗିରଫ କରିଛି। ଗିରଫ ବ୍ୟବସାୟୀ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ମାତଙ୍ଗ ସିଂଙ୍କ ପତ୍ନୀ ମନୋରଞ୍ଜନା ସିଂ। ଧମକ ଚମକ ଦେଇ ଶାରଦା ଗ୍ରୁପ୍ ଅଧ୍ୟକ୍ଷ ସୁଦୀପ୍ତ ସେନଙ୍କଠାରୁ କୋଟି କୋଟି ଟଙ୍କ। ମନୋରଞ୍ଜନା ହଡପ କରିଥିବା ସିବିଆଇ ଜାଣିପାରିଛି। ୨୦୧୩ରେ ମନୋରାଞ୍ଜନାଙ୍କୁ ସୁଦୀପ୍ତ ସେନ ୨୫ କୋଟି ଟଙ୍କ। ଦେଇଥିଲେ। ହେଲେ ମନୋରଞ୍ଜନା ସେହି ଟଙ୍କ। ଫେରାଇ ନ […]

ଅଦ୍ୟତନ ହୋଇଛି
ଶାରଦା ଚିଟଫଣ୍ଡ ଦୁର୍ନୀତି ମାମଲା: ବ୍ୟବସାୟୀଙ୍କୁ ଗିରଫ କଲା ସିବିଆଇ

manoranjana

Advertisment

କୋଲକତା: ଶାରଦା ଚିଟଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇ କୋଲକାତାରୁ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଗିରଫ କରିଛି। ଗିରଫ ବ୍ୟବସାୟୀ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ମାତଙ୍ଗ ସିଂଙ୍କ ପତ୍ନୀ ମନୋରଞ୍ଜନା ସିଂ। ଧମକ ଚମକ ଦେଇ ଶାରଦା ଗ୍ରୁପ୍ ଅଧ୍ୟକ୍ଷ ସୁଦୀପ୍ତ ସେନଙ୍କଠାରୁ କୋଟି କୋଟି ଟଙ୍କ। ମନୋରଞ୍ଜନା ହଡପ କରିଥିବା ସିବିଆଇ ଜାଣିପାରିଛି। ୨୦୧୩ରେ ମନୋରାଞ୍ଜନାଙ୍କୁ ସୁଦୀପ୍ତ ସେନ ୨୫ କୋଟି ଟଙ୍କ। ଦେଇଥିଲେ। ହେଲେ ମନୋରଞ୍ଜନା ସେହି ଟଙ୍କ। ଫେରାଇ ନ ଥିବା ସେନ ସିବିଆଇ ନିକଟରେ ଅଭିଯୋଗ କରିଥିଲେ। ଚଳିତବର୍ଷ ଜାନୁୟାରୀ ୩୧ ତାରିଖରେ ମଧ୍ୟ ମାତଙ୍ଗ ସିଂକୁ ସିବିଆଇ କୋଲକାତାରୁ ଗିରଫ କରିବା ପରେ ସେ ଏବେ ଜେଲ ମଧ୍ୟରେ ଦିନ କାଟୁଛନ୍ତି। ଶାରଦା ଚିଟଫଣ୍ଡ ସ୍କାମର ବର୍ତ୍ତମାନ ତଦନ୍ତ ଜାରି ରଖିଛି ସିବିଆଇ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe