ଶାରଦା ଚିଟଫଣ୍ଡ ଦୁର୍ନୀତି : ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ଜେରା

କୋଲକତା: ଶାରଦା ଚିଟଫିଣ୍ଡ ମାମଲାରେ ତୃଣମୂଳ କଂଗ୍ରେସର ସାଂସଦ ତଥା ବଲିଉଡ୍ ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ (ଇଡି) ନିକଟରେ ଜେରା କରିଥିବା ଜଣାପଡିଛି । ଗତ ସପ୍ତାହରେ ତିନି ଘଣ୍ଟା ଧରି ଇଡିର ଅଧିକାରୀ ମାନେ ତାଙ୍କୁ ଜେରା କରିଥିଲେ । ଜେରା ବେଳେ  ମିଥୁନ କହିଥିଲେ ଯେ, ଶାରଦା ଚିଟଫଣ୍ଡରୁ ଆଣିଥିବା ସବୁ ଅର୍ଥ (ପ୍ରାୟ ଦୁଇ କୋଟି ଟଙ୍କା) ସେ ଫେରସ୍ତ କରିଦେବେ । ଏହାସହିତ ସେ  କିଛି ଡିଭିଡି , […]

mithun

mithun

Rakesh Mallick
  • Published: Sunday, 17 May 2015
  • Updated: 17 May 2015, 12:20 PM IST

Sports

Latest News

କୋଲକତା: ଶାରଦା ଚିଟଫିଣ୍ଡ ମାମଲାରେ ତୃଣମୂଳ କଂଗ୍ରେସର ସାଂସଦ ତଥା ବଲିଉଡ୍ ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ (ଇଡି) ନିକଟରେ ଜେରା କରିଥିବା ଜଣାପଡିଛି । ଗତ ସପ୍ତାହରେ ତିନି ଘଣ୍ଟା ଧରି ଇଡିର ଅଧିକାରୀ ମାନେ ତାଙ୍କୁ ଜେରା କରିଥିଲେ । ଜେରା ବେଳେ  ମିଥୁନ କହିଥିଲେ ଯେ, ଶାରଦା ଚିଟଫଣ୍ଡରୁ ଆଣିଥିବା ସବୁ ଅର୍ଥ (ପ୍ରାୟ ଦୁଇ କୋଟି ଟଙ୍କା) ସେ ଫେରସ୍ତ କରିଦେବେ । ଏହାସହିତ ସେ  କିଛି ଡିଭିଡି , ସିଡି ଓ ହାତ ଲେଖା କାଗଜ ଇଡିକୁ ଦେଇଥିଲେ।  ଶାରଦା ଗ୍ରୁପର ବ୍ରାଣ୍ଡ ଆମ୍ବାସଡର ଭାବେ ତାଙ୍କୁ ଏଗୁଡିକୁ କମ୍ପାନୀ ତରଫରୁ ଦିଆଯାଇଥିଲା ।  ଏହାସହିତ ସେ କାହାକୁ ଠକି ନାହାନ୍ତି କି   ଧୋକ୍କା ଦେଇନାହାନ୍ତି ବୋଲି କହିଥିଲେ  । ଏହି ଦୁର୍ନୀତି ସହିତ  ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ବି ସେ କହିଥିଲେ  । ତଦନ୍ତରେ ସେ ସବୁପ୍ରକାର ସହଯୋଗ କରିବେ ବୋଲି ମିଥୁନ ଚକ୍ରବର୍ତ୍ତୀ କହିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story