Advertisment

ସରକାର ଭ୍ରଷ୍ଟାଚାର ନିୟନ୍ତ୍ରଣ କରିପାରୁ ନାହାନ୍ତି ତ ସାଧାରଣ ଲୋକେ ଟିକସ ଭରିବା ଉଚିତ ନୁହେଁ: ବମ୍ବେ ହାଇକୋର୍ଟ

ମୁମ୍ବାଇ: ଯଦି ସରକାର ଭଷ୍ଟ୍ରାଚାର ଉପରେ ନିୟନ୍ତ୍ରଣ ଲଗାଇବାକୁ ଅସମର୍ଥ ତେବେ ସାଧାରଣ ଲୋକେ ଟିକସ ନ ଭରିବା ଉଚିତ୍। ଆଜି ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ଏକ ଠକେଇ ମାମଲାର ବିଚାର କରିବା ବେଳେ ଏପରି କହିଛନ୍ତି। ଏକ ଠକେଇ ମାମଲାର ବିଚାର ବେଳେ କୋର୍ଟ ଭ୍ରଷ୍ଟାଚାରକୁ ‘ଏକାଧିକ ମୁଣ୍ଡ ଥିବା ରାକ୍ଷସ’ ବୋଲି କହିଛନ୍ତି। ଏହାସହ କୋର୍ଟ କହିଛନ୍ତି, ସମସ୍ତେ ଏକାଠି ହୋଇ ଭ୍ରଷ୍ଟାଚାର ବିରୋଧ କରିବା ସହ ଟିକସ ପୈଠ କରିବାକୁ ମନା […]

author-image
Rakesh Mallick
ଅଦ୍ୟତନ ହୋଇଛି
ସରକାର ଭ୍ରଷ୍ଟାଚାର ନିୟନ୍ତ୍ରଣ କରିପାରୁ ନାହାନ୍ତି ତ ସାଧାରଣ ଲୋକେ ଟିକସ ଭରିବା ଉଚିତ ନୁହେଁ: ବମ୍ବେ ହାଇକୋର୍ଟ

Bombay-High-Court-Mumbai-1

ମୁମ୍ବାଇ: ଯଦି ସରକାର ଭଷ୍ଟ୍ରାଚାର ଉପରେ ନିୟନ୍ତ୍ରଣ ଲଗାଇବାକୁ ଅସମର୍ଥ ତେବେ ସାଧାରଣ ଲୋକେ ଟିକସ ନ ଭରିବା ଉଚିତ୍। ଆଜି ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ଏକ ଠକେଇ ମାମଲାର ବିଚାର କରିବା ବେଳେ ଏପରି କହିଛନ୍ତି। ଏକ ଠକେଇ ମାମଲାର ବିଚାର ବେଳେ କୋର୍ଟ ଭ୍ରଷ୍ଟାଚାରକୁ ‘ଏକାଧିକ ମୁଣ୍ଡ ଥିବା ରାକ୍ଷସ’ ବୋଲି କହିଛନ୍ତି। ଏହାସହ କୋର୍ଟ କହିଛନ୍ତି, ସମସ୍ତେ ଏକାଠି ହୋଇ ଭ୍ରଷ୍ଟାଚାର ବିରୋଧ କରିବା ସହ ଟିକସ ପୈଠ କରିବାକୁ ମନା କରିଦେବା ଦରକାର।

Advertisment

ଏଲଏଏସଭିଏମରେ ହୋଇଥିବା ୩୮୫ କୋଟି ଟଙ୍କା ହେରଫେର ମାମଲାର ଶୁଣାଣି କରିବା ଅବସରରେ ଜଷ୍ଟିସ ଅରୁଣ ଚୌଧୁରୀ କହିଛନ୍ତି, ସମସ୍ତେ ମିଳିମିଶି କାମ କଲେ ଭଷ୍ଟ୍ରାଚାରକୁ ହଟାଯାଇ ପାରିବ।