Advertisment

ସଂରକ୍ଷଣ ବ୍ୟବସ୍ଥା ଉଠିଗଲେ ଆତ୍ମହତ୍ୟା କରି ଦେବି: ଲାଲୁ

ପାଟଣା: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ହେବ ଅକ୍ଟୋବର ୧୨ରେ। ଆଉ ଆଜି ହେଉଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ। ପ୍ରଥମ ଚରଣ ମତଦାନର ପ୍ରଚାରର ଶେଷ ଦିବସରେ ମଧ୍ୟ ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଲାଲୁ କହିଛନ୍ତି ଯେ ପଛୁଆ ଶ୍ରେଣୀର ଲୋକଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ବନ୍ଦ କରି ଦିଆଗଲେ ସେ ବେକରେ ଫାଶୀ ଲଗାଇ ଦେବେ। […]

ଅଦ୍ୟତନ ହୋଇଛି
୬୯ ବର୍ଷରେ ଲାଲୁ

lalu

Advertisment

ପାଟଣା: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ହେବ ଅକ୍ଟୋବର ୧୨ରେ। ଆଉ ଆଜି ହେଉଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ। ପ୍ରଥମ ଚରଣ ମତଦାନର ପ୍ରଚାରର ଶେଷ ଦିବସରେ ମଧ୍ୟ ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଲାଲୁ କହିଛନ୍ତି ଯେ ପଛୁଆ ଶ୍ରେଣୀର ଲୋକଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ବନ୍ଦ କରି ଦିଆଗଲେ ସେ ବେକରେ ଫାଶୀ ଲଗାଇ ଦେବେ। ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ଇଙ୍ଗିତ କରି ସେ ଏହା କହିଛନ୍ତି। କାରଣ ଭାଗବତ କହିଥିଲେ ଯେ ସଂରକ୍ଷଣ ନୀତି ନେଇ ସରକାର ସମୀକ୍ଷା କରିବା ଉଚିତ୍।

Advertisment

ଲାଲୁ କହିଛନ୍ତି ଯେ ବିଜେପି ପୂରା ଡରି ଯାଇଛି। ଦଳର ଅବସ୍ଥା ବର୍ତ୍ତମାନ ଏମିତି ହୋଇଛି ଯେ ପ୍ରଧାନମନ୍ତ୍ରୀଙ୍କୁ ପଂଚାୟତ ସ୍ତରରେ ବି ସଭା କରିବାକୁ ପଡୁଛି। କିନ୍ତୁ ଦଳ ଭୁଲି ଯାଇଛି ଯେ ବିହାରକୁ ପିଏମ ନୁହେଁ ସିଏମ୍ ଦରକାର। ତା’ସହିତ ସେ ବିଜେପିକୁ ମୂଷା ସହିତ ମଧ୍ୟ ତୁଳନା କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe