୨୯ ଦିନରେ ଭୁଶୁଡ଼ି ଗଲା ୨୬୪ କୋଟିର ମହାସେତୁ

ବିହାର: ୨୯ ଦିନରେ ଭୁଶୁଡ଼ି ପଡ଼ିଲା ୨୬୪ କୋଟିର ସେତୁ। ପାଣି ପ୍ରବାହର ଚାପରେ ଗୋପାଲଗଞ୍ଜ ଜିଲ୍ଲାସ୍ଥିତ ୨୬୪ କୋଟି ବନିମୟରେ ନିର୍ମିତ ସତ୍ତରଘାଟ ମହାସେତୁ ବୁଧବାର ଧ୍ୱଂସ ହୋଇଯାଇଛି। ଜୁନ ୧୫ରେ ସାଧାରଣ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଏହାକୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉଦଘାଟନ କରିଥିଲେ। କିନ୍ତୁ ଲଗାତର ବର୍ଷା ଓ ସାମାନ୍ୟ ବନ୍ୟା ଭଳି ସ୍ଥିତିରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତି ସେତୁଟି ନିଜର ସତ୍ତା ହରାଇଛି ଓ ଧ୍ୱଂସ ହୋଇଯାଇଛି। […]

bihar

bihar

Pragnya Choudhury
  • Published: Thursday, 16 July 2020
  • Updated: 16 July 2020, 03:08 PM IST

ବିହାର: ୨୯ ଦିନରେ ଭୁଶୁଡ଼ି ପଡ଼ିଲା ୨୬୪ କୋଟିର ସେତୁ। ପାଣି ପ୍ରବାହର ଚାପରେ ଗୋପାଲଗଞ୍ଜ ଜିଲ୍ଲାସ୍ଥିତ ୨୬୪ କୋଟି ବନିମୟରେ ନିର୍ମିତ ସତ୍ତରଘାଟ ମହାସେତୁ ବୁଧବାର ଧ୍ୱଂସ ହୋଇଯାଇଛି। ଜୁନ ୧୫ରେ ସାଧାରଣ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଏହାକୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉଦଘାଟନ କରିଥିଲେ। କିନ୍ତୁ ଲଗାତର ବର୍ଷା ଓ ସାମାନ୍ୟ ବନ୍ୟା ଭଳି ସ୍ଥିତିରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତି ସେତୁଟି ନିଜର ସତ୍ତା ହରାଇଛି ଓ ଧ୍ୱଂସ ହୋଇଯାଇଛି।

ମହାସେତୁଟି ଭୁଶୁଡ଼ି ଯିବା ପରେ ଚମ୍ପାରଣ ତିରହୁତ ଏବଂ ସାରଣର ଅନେକ ଜିଲ୍ଲା ସହ ସମ୍ପର୍କ ବିଚ୍ଛିନ୍ନ ହୋଇଛି। ମାତ୍ର ୨୯ ଦିନରେ ମହାସେତୁ ଭୁଶୁଡ଼ି ଯିବା ନେଇ ବିହାର ସରକାର ଉପରେ ଲୋକେ କ୍ରୋଧାନ୍ୱିତ ଅଛନ୍ତି ଏବଂ ଏହାର ଜବାବ ମାଗୁଛନ୍ତି। ଅନ୍ୟପଟେ ବଲିଉଡ୍ ଅଭିନେତ୍ରୀ ରୁଚା ଚଡ୍ଡା ମଧ୍ୟ ଏନେଇ ଟ୍ୱିଟ୍ କରିଛନ୍ତି, ଯେଉଁଥିରେ ଲୋକେ ଖୁବ୍ ପ୍ରତିକ୍ରିୟା ଦେଉଛନ୍ତି।

ଅନ୍ୟପଟେ ଏନେଇ ରାଜ୍ୟ ସଡ଼କ ନିର୍ମାଣ ମନ୍ତ୍ରୀ ନନ୍ଦ କିଶୋର ଯାଦବ ବେପରୁଆ ପ୍ରତିକ୍ରିୟା ଆସିଛି, ଯାହାକୁ ନେଇ ଲୋକଙ୍କ ଆକ୍ରୋଶ ଆହୁରି ବଢ଼ିଯାଇଛି। ନନ୍ଦ କିଶୋର କହିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ରାସ୍ତା ଭାସିଯାଏ, ସେତୁ ଭାଙ୍ଗିଯାଏ।

ସେ ପୁଣି କହିଛନ୍ତି, ସତ୍ତର ଘାଟର ସେତୁ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। ଡ୍ୟାମ୍ ଭିତରେ ଏକ ସେତୁ ଅଛି, ଯାହାର କେବଳ ଆପ୍ରୋଚ ରୋଡଟି ଭୁଶୁଡ଼ି ପଡ଼ିଛି। ଏହା ଏକ ପ୍ରାକୃତିକ ବିପର୍ଯ୍ୟୟ। ଏହାଦ୍ୱାରା ତ ରାସ୍ତା ଭାସିଯାଏ, ସେତୁ ଭାଙ୍ଗିଯାଏ।

ମନ୍ତ୍ରୀ ନନ୍ଦ କିଶୋର ଆହୁରି କହିଛନ୍ତି, ସତ୍ତରଘାଟ ମହାସେତୁରେ ୩ଟି ଛୋଟ ଛୋଟ ସେତୁ ରହିଛି। ସତ୍ତରଘାଟ ସେତୁରୁ ୨ କି.ମି ଦୂରରେ ଥିବା ଛୋଟ ସେତୁର କେବଳ ଆପ୍ରୋଚ ରୋଡ୍ ପାଣିର ପ୍ରବାହରେ ଭୁଶୁଡ଼ି ପଡ଼ିଛି। ସମ୍ପୂର୍ଣ୍ଣ ମହାସେତୁର କୌଣସି କ୍ଷତି ହୋଇନାହିଁ। ପାଣିର ପ୍ରବାହ ବଢ଼ିଲେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ଜଳ ପ୍ରବାହ କମିଗଲେ ଏହାକୁ ଠିକ୍ କରାଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story