ହଟହଟା ହେଲେ ସାଉଦି ଆରବ ରାଜା: ଧୋକା ଦେଇଦେଲା ସୁନାରେ ତିଆରି ଏସ୍‌କାଲେଟର୍‌

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଉଦି ଆରବ ରାଜା ସଲମନ ବିନ୍&zwnj; ଅବଦୁଲ୍&zwnj; ଅଜିଜ୍&zwnj; ବୁଧବାର ମସ୍କୋ ଯାତ୍ରା କରିଥିଲେ। ଏହି ସମୟରେ ଏଭଳି ପରିସ୍ଥିତି &nbsp;ସୃଷ୍ଟି ହୋଇଥିଲା ଯେଉଁଥିରେ ସାଉଦି ଆରବ ରାଜା ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ସୁନାର ନିର୍ମିତ ବିମାନ ମସ୍କୋ ପହଞ୍ଚିବା ପରେ ଯେତେବେଳେ ରାଜା ବିମାନରୁ ତଳକୁ ଓହ୍ଲାଉଥିଲେ ସେତେବେଳେ ଏହି ଅଘଟଣ ଘଟିଥିଲା। ସୁନାରା ନିର୍ମିତ ଏସ୍&zwnj;କାଲେଟର୍&zwnj; ଦ୍ୱାର ରାଜା ତଳକୁ ଓହ୍ଲାଉଥିବାବେଳେ ହଠାତ ଏହା &nbsp;ଅଧାରେ ବନ୍ଦ ହୋଇଯାଇଥିଲା। ଫଳରେ ରାଜା ଅନ୍ୟା ରାସ୍ତାରେ ଚାଲିଚାଲି ତଳକୁ ଓହ୍ଲାଇଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛି।</p> <p>ସୌଜନ୍ୟ-pti</p>

Ordigital Desk
  • Published: Friday, 06 October 2017
  • Updated: 06 October 2017, 08:51 PM IST

Sports

Latest News

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଉଦି ଆରବ ରାଜା ସଲମନ ବିନ୍&zwnj; ଅବଦୁଲ୍&zwnj; ଅଜିଜ୍&zwnj; ବୁଧବାର ମସ୍କୋ ଯାତ୍ରା କରିଥିଲେ। ଏହି ସମୟରେ ଏଭଳି ପରିସ୍ଥିତି &nbsp;ସୃଷ୍ଟି ହୋଇଥିଲା ଯେଉଁଥିରେ ସାଉଦି ଆରବ ରାଜା ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ସୁନାର ନିର୍ମିତ ବିମାନ ମସ୍କୋ ପହଞ୍ଚିବା ପରେ ଯେତେବେଳେ ରାଜା ବିମାନରୁ ତଳକୁ ଓହ୍ଲାଉଥିଲେ ସେତେବେଳେ ଏହି ଅଘଟଣ ଘଟିଥିଲା। ସୁନାରା ନିର୍ମିତ ଏସ୍&zwnj;କାଲେଟର୍&zwnj; ଦ୍ୱାର ରାଜା ତଳକୁ ଓହ୍ଲାଉଥିବାବେଳେ ହଠାତ ଏହା &nbsp;ଅଧାରେ ବନ୍ଦ ହୋଇଯାଇଥିଲା। ଫଳରେ ରାଜା ଅନ୍ୟା ରାସ୍ତାରେ ଚାଲିଚାଲି ତଳକୁ ଓହ୍ଲାଇଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛି।</p><p>ସୌଜନ୍ୟ-pti</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos