Advertisment

SBI ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା ଠପ୍

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ଅନ୍ ଲାଇନ୍ ବ୍ୟାଙ୍କିଙ୍ଗ୍ ସେବା ଏବେ କାମ କରୁନାହିଁ। ଗ୍ରାହକମାନେ ଅନଲାଇନ୍ ଟ୍ରାଞ୍ଜାକସନ କରିବା ବେଳେ ଅସୁବିଧାରେ ପଡ଼ିଥିଲେ। ଏହାପରେ ଏସବିଆଇକୁ ଟୁଇଟ୍ କରି ଗ୍ରାହକମାନେ ନିଜ ନିଜର ଅଭିଯୋଗ ପଠାଇଥିଲେ। ଜବାବରେ ଏସବିଆଇ ଟୁଇଟ୍ କରି କହିଛି, ଖୁବଶୀଘ୍ର ସେବା ସେବା ଠିକ୍ ହୋଇଯିବ। ଜୁନ୍ ୧୩ରୁ ଏସବିଆଇ ଅନ୍ ଲାଇନ୍ ସେବା ଠପ୍ ହୋଇପଡ଼ିଥିଲା। ଏହାପରେ ଲୋକମାନେ ଅସୁବିଧାରେ ପଡ଼ିଥିଲେ। ଖାଲି ଏସବିଆଇର ଅନଲାଇନ୍ ଆପ୍ସ ନୁହେଁ, […]

ଅଦ୍ୟତନ ହୋଇଛି
SBI ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା ଠପ୍

SBI

Advertisment

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ଅନ୍ ଲାଇନ୍ ବ୍ୟାଙ୍କିଙ୍ଗ୍ ସେବା ଏବେ କାମ କରୁନାହିଁ। ଗ୍ରାହକମାନେ ଅନଲାଇନ୍ ଟ୍ରାଞ୍ଜାକସନ କରିବା ବେଳେ ଅସୁବିଧାରେ ପଡ଼ିଥିଲେ। ଏହାପରେ ଏସବିଆଇକୁ ଟୁଇଟ୍ କରି ଗ୍ରାହକମାନେ ନିଜ ନିଜର ଅଭିଯୋଗ ପଠାଇଥିଲେ। ଜବାବରେ ଏସବିଆଇ ଟୁଇଟ୍ କରି କହିଛି, ଖୁବଶୀଘ୍ର ସେବା ସେବା ଠିକ୍ ହୋଇଯିବ।publive-image

Advertisment

ଜୁନ୍ ୧୩ରୁ ଏସବିଆଇ ଅନ୍ ଲାଇନ୍ ସେବା ଠପ୍ ହୋଇପଡ଼ିଥିଲା। ଏହାପରେ ଲୋକମାନେ ଅସୁବିଧାରେ ପଡ଼ିଥିଲେ। ଖାଲି ଏସବିଆଇର ଅନଲାଇନ୍ ଆପ୍ସ ନୁହେଁ, ପେଟିମ୍, ଫୋନ୍ ପେ, ୟୁପିଆଇ, ୟୋନା

ଏସବିଆଇ ଆପରେ ମଧ୍ୟ ଟ୍ରାଞ୍ଜାକସନ ହେଉନଥିବା ଜଣାପଡ଼ିଥିଲା। ତେବେ ଏସବିଆଇ କହିଛି, ଇଣ୍ଟରନେଟ୍ ସେବା ଆରମ୍ଭ ହୋଇଯାଇଛି। ହେଲେ ୟୋନୋ ଆପ୍ସ ସେବା ଏବେ ବି ଡାଉନ୍ ରହିଛି। ଖୁବଶୀଘ୍ର ଠିକ୍ ହେବ ବୋଲି ଏସବିଆଇ ଟୁଇଟ୍ କରି କହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe